ଖୋର୍ଦ୍ଧା : ବାଲଟ ପେପରେ ତ୍ରୁଟି ଯୋଗୁଁ ୪ଟି ବୁଥରେ ମତଦାନ ବାଧାପ୍ରାପ୍ତ

32

କନକ ବ୍ୟୁରୋ : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକର ୪ଟି ବୁଥରେ ମତଦାନ ବନ୍ଦ ରହିଛି । ୪ଟି ବୁଥରେ ମତଦାନ ବାଧାପ୍ରାପ୍ତ ହୋଇଛି । ବାଲଟ ପେପରେ ତ୍ରୁଟି ଯୋଗୁଁ ବେଗୁନିଆର ୧୪, ୧୫ ଓ ୧୬ ନମ୍ବର ବୁଥରେ ବନ୍ଦ ରହିଛି । ଏନେଇ ଅତିରିକ୍ତ ତହସିଲଦାର ସୂଚନା ଦେଇଛନ୍ତି । ସେପଟେ କୁଶପଲାର ୨ ନମ୍ବର ବୁଥରେ ମଧ୍ୟ ମତଦାନ ବନ୍ଦ ରହିଛି । ଏଠି ବି  ସେହି ସମାନ ସମସ୍ୟା । ବାଲଟ ପେପରରେ ତ୍ରୁଟି ଯୋଗୁଁ ମତ ସାବ୍ୟସ୍ତ କରିପାରିନାହାନ୍ତି ଭୋଟର ।