କନ୍ଧମାଳ ଗୁଳିକାଣ୍ଡ ଘଟଣାର ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଛନ୍ତି ରାଜ୍ୟ ସରକାର : ବିନୟ ସହସ୍ରବୁଦ୍ଧେ

38

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : କନ୍ଧମାଳ ଘଟଣାକୁ ନେଇ ପ୍ରେସମିଟ କରିଛନ୍ତି ସଂସଦୀୟ କମିଟି ମୁଖ୍ୟ ବିନୟ ସହସ୍ରବୁଦ୍ଧେ । କହିଛନ୍ତି ଗୁଳିକାଣ୍ଡ ଘଟଣାକୁ ନେଇ ରାଜ୍ୟ ସରକାର ବେଫିକର । କାରଣ ଏପର୍ଯ୍ୟନ୍ତ ଘଟଣା ସ୍ଥଳକୁ ମୁଖ୍ୟମନ୍ତ୍ରୀ ଯାଇ ନାହାନ୍ତି । ଏହା ସହ ଗୁଇନ୍ଦା ବିଭାଗ ମଧ୍ୟ ଫେଲ୍ ମାରିବା ସହ ରାଜ୍ୟ ସରକାର ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଥବା ଅଭିଯୋଗ କରିଛନ୍ତି ବୁଦ୍ଧେ ।