ବାଣୀବିହାରରେ ମତଦାନ ବେଳେ ଉତେଜନା : ଉତେଜନା ଯୋଗୁଁ ଜଣେ ଛାତ୍ର ଆହାତ

20

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଆଜି ଛାତ୍ର ସଂସଦ ନିର୍ବାଚନ । ବିଭିନ୍ନ କଲେଜରେ ଶାନ୍ତିଶୃଙ୍ଖଳାରେ ଭୋଟିଂ ଚାଲିଛି । ତେବେ ବାଣୀବିହାରରେ ଭୋଟିଂ ବେଳେ ଉତେଜନା ଦେଖାଦେଇଛି। । ଏହି ଉତେଜନାରେ ଜଣେ ଛାତ୍ର ଆହତ ହୋଇଥିବା ସୂଚନା ମିଳିଛି ।