ବଦଳିଲେ ମୁଖ୍ୟମନ୍ତ୍ରୀଙ୍କ ସଚିବ : ଉପେନ୍ଦ୍ର ବେହେରା ହେଲେ ଓଇଆରସି ଅଧ୍ୟକ୍ଷ 

132

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବଦଳିଲେ ମୁଖ୍ୟମନ୍ତ୍ରୀଙ୍କ ସଚିବ । ଉପେନ୍ଦ୍ର ବେହେରାଙ୍କୁ ଓଇଆରସି ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ଚୟନ ସମିତିର ନିଷ୍ପତି ପରେ ଏହି ନିଯୁକ୍ତି ଦିଆଯାଇଥିବା ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ୧୯୮୩ ବ୍ୟାଚର ଏହି ଆଇଏଏସ ଅଧିକାରୀଙ୍କ ନୂଆ ଦାୟିତ୍ୱ ପରେ ଏବେ ପାୱାର କରିଡରରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି ।  କିଏ ଯିବ ଥାର୍ଡ ଫ୍ଲୋର୍? କିଏ ହେବ ମୁଖ୍ୟମନ୍ତ୍ରୀଙ୍କ ସଚିବ?