କେନ୍ଦ୍ରାପଡ଼ାରେ ଚୋର ପୁଲିସ ଖେଳ : ମାରଣାସ୍ତ୍ର ଦେଖାଇ ପୁଲିସଙ୍କୁ ଧମକ ଦେଲା ଚୋର

27

କନକ ବ୍ୟୁରୋ : କେନ୍ଦ୍ରାପଡ଼ାରେ ଚୋର ପୁଲିସþ ଖେଳ । ବଣିଆମାଳ ଗାଁରେ ଚୋରି କରୁଥିବା ବେଳେ ଜଣେ ବ୍ୟକ୍ତି ଚୋରଟିକୁ ଦେଖିଥିଲେ । ଏହା ପରେ ଗାଁ ଲୋକେ ଚୋରଟିକୁ ଗୋଡାଇବାରୁ ଚୋରଟି ନିଜ ଘରେ ପଶିଯାଇଥିଲା । ଗାଁ ଲୋକେ ପୁଲିସକୁ ଖବର ଦେଇଥିଲେ । ପୁଲିସ ଗାଁରେ ପହଁଚି ଚୋରଟିକୁ ଧରିବାକୁ ଆସିଥିବା ବେଳେ ଘରେ ଭିତରେ ଥିବା ଚୋର ମାରଣାସ୍ତ୍ର ଦେଖାଇ ପୁଲିସଙ୍କୁ ଧମକ ଦେଇଥିଲା । ଫଳରେ ଚୋରକୁ ଧରିବାକୁ ପୁଲିସକୁ ନାକେଦମ ହେବାକୁ ପଡିଛି ।

ଦେଖନ୍ତୁ ଏହି ଭିଡ଼ିଓ –