ଶ୍ରୀକାନ୍ତ ଜେନାଙ୍କ କଳାଟଙ୍କା ବୟାନ ଉପରେ ଜବାବ ରଖିଲେ ନିରଂଜନ

28

କନକ ବ୍ୟୁରୋ : ଶ୍ରୀକାନ୍ତ ଜେନାଙ୍କ କଳାଟଙ୍କା ବୟାନ ଉପରେ ଜବାବ ରଖିଛନ୍ତି ନିରଂଜନ । ନିରଂଜନ କହିଛନ୍ତି, ଏହା ଦୁଃଖର କଥା ଯେ ମୁଁ ଦଳରେ ତାଙ୍କଠାରୁ ସିନିୟର । ସେ କାହିଁକି ଏଭଳି ବୟାନ ଦେଲେ ସେ ହିଁ ତାର ଉତର ଦେଇପାରିବେ । ଶ୍ରୀକାନ୍ତ ବାବୁ ଜଣେ ବରିଷ୍ଠ ଓ ଅଭିଜ୍ଞ ନେତା, ମୋତେ ପଚାରିଥିଲେ ମୁଁ ତାଙ୍କୁ ବୁଝାଇ ପାରିଥାନ୍ତି । ମୋଦି–ଶ୍ରୀକାନ୍ତ ଜେନା କଳାଟଙ୍କା କହି ରାଜନୀତି କରୁଛନ୍ତି ସେମାନେ କଣ ଧଳାଟଙ୍କା ଦେଖିନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ନିରଂଜନ ।