ମୋଦିଙ୍କ ଚାଣକ୍ୟ : ସର୍ଜିକାଲ ଆଟାକ୍ ଠାରୁ ଆରମ୍ଭ କରି ସବୁ ନିଷ୍ପତି ପଛର ନାୟକ

22

କନକ ବ୍ୟୁରୋ : ଉରି ଆକ୍ରମଣ ପରେ ଭାରତ ନେଉଥିବା ନିଷ୍ପତି ପଛରେ କେଉଁ ବ୍ୟକ୍ତିଙ୍କ ସବୁଠାରୁ ବଡ ହାତ ରହିଛି । ସେ ହେଉଛନ୍ତି ଦେଶର ସୁରକ୍ଷା ପରାମର୍ଶ ଦାତା ଅଜିତ୍ ଡୋଭାଲ । ସର୍ଜିକାଲ ଆଟାକ୍ ଠାରୁ ଆରମ୍ଭ କରି ସବୁ ନିଷ୍ପତି ପଛରେ ରହିଛି ଏହି ବ୍ୟକ୍ତିଙ୍କ ହାତ ।

ଦେଖନ୍ତୁ ଏହି ରିପୋର୍ଟ –


ଏହା ସହ ଦେଖନ୍ତୁ ଏହି ଭିଡିଓ – ସାମ୍ନାକୁ ଆସିଲା ସର୍ଜିକାଲ ଷ୍ଟ୍ରାଇକର ଭିତିରି କଥା : ପାକିସ୍ତାନ ମାଟିରେ ପଶି ପାକିସ୍ତାନକୁ ମାତ ଦେବା ପାଇଁ ପ୍ରସ୍ତୁତ ହୋଇଥିଲା ବ୍ଲୁପ୍ରିଂଟ