ଜମୁଛି କଟକର ଐତିହାସିକ ବାଲିଯାତ୍ରା : ସେଲ୍ଫି ମାନିଆରେ ଦର୍ଶକ

34

vlcsnap-2016-11-18-09h40m32s106କନକ ବ୍ୟୁରୋ : ଲୋକଗହଳିରେ ଫାଟି ପଡୁଛି କଟକ ବାଲିଯାତ୍ରା ପଡିଆ । ଆଉ ଏ ଭିଡ ଭିତରେ ଚାଲିଛି ସ୍ମାର୍ଟ ଫୋନରେ ସେଲ୍ଫି କ୍ଲିକ୍ । ଲୋକପ୍ରିୟ ଓଲିଉଡ କଳାକାର ହୁଅନ୍ତୁ ବା ସାଧାରଣ ଯୁବପିଢି ସମସ୍ତେ ବାଲିଯାତ୍ରା ବୁଲାର ହାପି ମୁମେଂଟକୁ ସ୍ମାର୍ଟଫୋନରେ କ୍ୟାପଚର୍ କରିବା ପରେ ସେୟାର କରୁଛନ୍ତି ସୋସିଆଲ ମିଡିଆରେ ।

ଦେଖନ୍ତୁ ଏହି ଭିଡିଓ –