ଜନ୍ମଦିନ ଅବସରରେ ଆଲିଆ ଭଟ୍ଟଙ୍କ ସହ ଲଞ୍ଚ୍ ଡେଟରେ ଗଲେ ସିଦ୍ଧାର୍ଥ ମଲହୋତ୍ରା

34

ଗତକାଲି ଥିଲା ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କ ଜନ୍ମଦିନ । ଜନ୍ମଦିନ ଅବସରରେ ସିଦ୍ଧାର୍ଥ ମଲହୋତ୍ରା ଗର୍ଲଫ୍ରେଣ୍ଡ ଆଲିଆ ଭଟ୍ଟଙ୍କ ସହ ଯାଇଥିଲେ ଲଞ୍ଚ୍ ଡେଟରେ । ଜନ୍ମଦିନର ଏଇ ଖାସ ମଉକାରେ ଉଭୟେ ଏକାସଙ୍ଗେ ଲଞ୍ଚ କରିଥିଲେ । ଏହାପରେ ସିଦ୍ଧାର୍ଥ ପ୍ରଶଂସକଙ୍କ ସହ କେକ୍ କାଟି ନିଜର ଜନ୍ମଦିନ ପାଳନ କରିଥିଲେ । ଏହାସହ ଜନ୍ମଦିନର ଏକ ଦିନ ପୂର୍ବରୁ କରଣ ଜୋହର ଖାସ୍ ସିଦ୍ଧାର୍ଥଙ୍କ ପାଇଁ ଏକ ଶାନଦାର ପାର୍ଟିର ଆୟୋଜନ କରିଥିଲେ ଯେଉଁଠି କ୍ୟାଟ୍ରିନା କୈଫ, କ୍ୟାକଲିନ ଫର୍ଣ୍ଣାଡିସ,ପରିଣୀତି ଚୋପ୍ରା ଆଦି ବଲିଉଡ ତାରକା ଉପସ୍ଥିତ ଥିଲେ ।