ପୁରୀ ଶ୍ରୀମନ୍ଦିରରେ ରକ୍ତ ଛିଟା ! ତଳେ ପଡି ଫାଟିଲା ଦର୍ପଣିଆ ସେବାୟତଙ୍କ ମୁଣ୍ଡ

66

କନକ ବ୍ୟୁରୋ: ଶ୍ରୀମନ୍ଦିରରେ ଲାଗିଛି ରକ୍ତଛିଟା । ଫଳରେ ଶ୍ରୀଜୀଉଙ୍କୁ ଆଜି ମହାସ୍ନାନ କରାଯାଇଛି । ଆଜି ସକାଳେ ଦର୍ପଣିଆ ସେବାୟତଙ୍କ ଶ୍ରୀମନ୍ଦିରରେ ତଳେ ପଡି ମୁଣ୍ଡ ଫାଟିଯାଇଥିଲା । ଫଳରେ ମହାପ୍ରଭୁ୍ଙ୍କୁ ମହାସ୍ନାନ କରିବାକୁ ପଡିଥିଲା । ଏଥିଯୋଗୁଁ ମହାପ୍ରଭୁଙ୍କ ନୀତିରେ ପ୍ରାୟ ଏକଘଂଟାରୁ ଅଧିକ ସମୟ ଧରି ବିଳମ୍ବ ହୋଇଛି ।