ଶ୍ରୀଜିଉଙ୍କ ପହଣ୍ଡି ଆରମ୍ଭ

20

ପୁରୀ ବ୍ୟୁରୋ ,କନକ ନ୍ୟୁଜ୍ : ଶ୍ରୀଜିଉଙ୍କ ପହଣ୍ଡି ଆରମ୍ଭ । ରଥରେ ବିଜେ କଲେ ଶ୍ରୀସୁଦର୍ଶନ । ପ୍ରଥମେ ରଥରେ ବିଜେ କରିଛନ୍ତି ରାମକୃଷ୍ଣ।