ପୁରୀ ବେଳାଭୂମିରେ ଆରମ୍ଭ ହୋଇଯାଇଛି ବିଚ କାର୍ନିଭାଲ୍

34

ପୁରୀ ବ୍ୟୁରୋ , କନକ ନ୍ୟୁଜ୍ : ପୁରୀ ବେଳାଭୂମିରେ ଆରମ୍ଭ ହୋଇଯାଇଛି ବିଚ କାର୍ନିଭାଲ୍ । ଗୁଣ୍ଡିଚା ମନ୍ଦିର ସମ୍ମୁଖରୁ ଏକ ବିରାଟ ଶୋଭାଯାତ୍ରା ବାହାରିଥିଲା । ଓଡିଶୀ ଫ୍ୟୁଜନ ସାଂଗକୁ ଡିଜେ ମ୍ୟୁଜିକରେ ବିଚ କାର୍ନିାଭଲର ଶୁଭାରମ୍ଭ କରାଯାଇଛି । ସଂଧ୍ୟାରେ ଅଭିଜିତ ମଜୁମଦାର ଓ ବାବୁଶାନଙ୍କ ମେଲୋଡିକୁ ବେଶ ମନ ଭରି ଉପଭୋଗ କରିଥିଲେ ଦର୍ଶକ ।

ଆଉ ଏମାନଙ୍କୁ ସାଥ୍ ଦେଇଥିଲେ ବଲିଉଡ ସିଂଗର ବିଗ ଧିଲନ୍ । ମ୍ୟୁଜିକ ସେନସେସନ ସାଂଗକୁ ଶୀତୁଆ ରାତି । ଆଉ ଏହାର ଭରପୁର ମଜା ନେଇଥିଲେ ଦର୍ଶକ ଓ ପୁରୀକୁ ଆସିଥିବା ପର୍ଯ୍ୟଟକ ।

ଏହାସହ ଦେଖନ୍ତୁ ଏହି ଭିଡିଓ –