ଅନ୍ଧାରରେ ବିତୁଛି ଜୀବନ : ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ବଡକଚ୍ଛାର ଗାଁରେ ବିଜୁଳି ସାତସପନ

20

କନକ ବ୍ୟୁରୋ : ଅନ୍ଧାରରେ ବିତୁଛି ଜୀବନ । ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ଲୋକେ ବିଜୁଳି କଣ ଦେଖିନାହାନ୍ତି । ମୌଳିକ ସୁବିଧା ପାଇଁ ପ୍ରତିଦିନ ଜୀବନ ସହ ଚାଲିଛି ସଂଘର୍ଷ । ଗାଁ ଦେଇ ଟାୱାର ମାଧ୍ୟମରେ ଅନ୍ୟ ରାଜ୍ୟକୁ ବିଜୁଳି ଯାଉଛି ହେଲେ ବଡକଚ୍ଛାର ଗ୍ରାମବାସୀଙ୍କ ପାଇଁ ବିଜୁଳି ପାଲଟିଛି ସାତସପନ ।

ଦେଖନ୍ତୁ ଏହି ଭିଡିଓ –