ଜଣେ ଦକ୍ଷ ନେତାଙ୍କୁ ହରାଇଲା ରାଜ୍ୟ : ବିରୋଧି ଦଳ ନେତା ନରସିଂହ ମିଶ୍ର

26

କନକ ବ୍ୟୁରୋ : ଲୁଲୁଙ୍କ ବିୟୋଗ ଓଡିଶା ପାଇଁ ଅପୂରଣୀୟ କ୍ଷତି । ରାଜ୍ୟ ଜଣେ ଯୁବ ଓ ଛାତ୍ର ସଂଗଠନର ଦକ୍ଷ ନେତୃତ୍ୱଙ୍କୁ ହରାଇଲା ବୋଲି ନିଜର ପ୍ରତିକ୍ରିୟା ରଖିଛନ୍ତି ବିରୋଧି ଦଳ ନେତା ନରସିଂହ ମିଶ୍ର ।

ଶୁଣନ୍ତୁ ଏହି ଶୋକ ପ୍ରତିକ୍ରିୟା-