ନଗଡାର ପଦଚିହ୍ନ ! ଅନ୍ଧାରୀ ଇଲାକାରେ ଅନିଶ୍ଚିତ ଭବିଷ୍ୟତ ସହ ଲଢେଇ

27

କନକ ବ୍ୟୁରୋ : ନଗଡା ପାହାଡ ମିଡିଆ ଡେଇଁବା ପରେ ଅନାହାର ଓ ଅପପୃଷ୍ଟିର ସତ ପଦାକୁ ଆସିଲା। ନିଖୋଜ ନଗଡାର ନକ୍ସା ସରକାରୀ ମାନଚିତ୍ରରେ ଯୋଡା ଗଲା । ଏବେ ବିକାଶ ପାଇଁ ସରକାର ପ୍ରସ୍ତୁତ କରିଛନ୍ତି ବ୍ଲୁ ପ୍ରିଂଟ । ହେଲେ କେବେ ଚିନ୍ତା କରିଛନ୍ତି ରାଜ୍ୟର ଅନ୍ୟ ନଗଡା କଥା । ଏବେ ବି ଶହ ଶହ ଅପହଂଚ ନଗଡା ଅପେକ୍ଷା କରିଛନ୍ତି ସରକାରୀ ସହାୟତାକୁ । ସେମିତି କିଛି ନୂଆ ନଗଡାରେ ପହଁଚିଥିଲା କନକ ନ୍ୟୁଜ୍ ଟିମ୍ । ଦେଖନ୍ତୁ ଏହି ରିପୋର୍ଟ ।