ନୀଳଗିରିରେ ବଣୁଆ ମାଙ୍କଡର ଉପଦ୍ରବ ! ମାଙ୍କଡ ଆକ୍ରମଣରେ ୨ ଦିନରେ ୧୦ ଗୁରୁତର, ବନ ବିଭାଗ ନାକେଦମ୍

28

କନକ ବ୍ୟୁରୋ : ନୀଳଗିରିରେ ବଣୁଆ ମାଙ୍କଡର ଉପଦ୍ରବ । ମାଙ୍କଡ ଆକ୍ରମଣରେ ୨ ଦିନରେ ୧୦ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରେ ୮ ଜଣ ମହିଳା ଅଛନ୍ତି । ଫଳରେ ଲୋକେ ଘରୁ ବାହାରକୁ ବାହାରିବାକୁ ଡରୁଛନ୍ତି । ବନ ବିଭାଗ ମଧ୍ୟ ମାଙ୍କଡକୁ ଧରିବାକୁ ନାକେଦମ ହୋଇଛି ।