କଳାହାଣ୍ଡି : କୋକସରା ବ୍ଲକ ପାତ୍ରବସା ଅଙ୍ଗନୱାଡି କେନ୍ଦ୍ରରେ ଅଘଟଣ, ଗରମ ପାଣି ପଡି ୪ବର୍ଷର ଶିଶୁକନ୍ୟା ଗୁୁରୁତର

40

କନକ ବ୍ୟୁରୋ : ଅଙ୍ଗନୱାଡି କେନ୍ଦ୍ରରେ ଅଘଟଣ । ଗରମ ପାଣି ପଡି ୪ବର୍ଷର ଶିଶୁକନ୍ୟା ଗୁୁରୁତର ହୋଇଛି । ସଂପୃକ୍ତ ଶିଶୁକନ୍ୟାକୁ କୋକସରା ମେଡିକାଲରେ ଭର୍ତ୍ତି କରାଯାଇଛି । କୋକସରା ବ୍ଲକ ଅନ୍ତର୍ଗତ ପାତ୍ରବସା ଅଙ୍ଗନୱାଡି କେନ୍ଦ୍ରରେ ଘଟିଛି ଅଘଟଣ । ସୂଚନା ଅନୁଯାୟୀ ଅଙ୍ଗନୱାଡି ସହାୟିକା ଅଣ୍ଡା ସିଝା ଗରମ ପାଣି ବାହାରକୁ ପିଙ୍ଗିବା ବେଳେ ଏଭଳି ଅଘଟଣ ଘଟିଛି ।