ଶିଶୁ ଦିବସ ଅବସରରେ ମିନି ମାରାଥନ ! ପୁରସ୍କୃତ ହେବେ କୃତି ଛାତ୍ରଛାତ୍ରୀ

28

କନକ ବ୍ୟୁରୋ : ଶିଶୁ ଦିବସ ଅବସରରେ ମିନି ମାରାଥନର ଆୟୋଜନ । କଳିଙ୍ଗ ଷ୍ଟାଡିୟମ ପାଖରୁ ଜନତା ମଇଦାନ ପର୍ଯ୍ୟନ୍ତ ମିନି ମାରାଥନର କାର୍ଯ୍ୟକ୍ରମ ଆୟୋଜନ ଜନକରାଯାଇଛି । ଆମଓଡିଶା ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ମୁଖ୍ୟଅତିଥି ଭାବେଯୋଗଦେଇ ପତାକା ଉତୋଳନ କରିଛନ୍ତି ।

ପୂର୍ବରୁ ସପ୍ତାହେ ଧରି ବିଭିନ୍ନ ସ୍କୁଲରେ ହୋଇଥିବା ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବ ।ସାରା ରାଜ୍ୟରେ ଶିଶୁଦିବସରେ ବିଭିନ୍ନ କାର୍ଯ୍ୟମାନ କରାଯାଉଛି । ସବୁ ସ୍କୁଲରେ କରାଯାଉଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ସେପେଟେ ରାଜ୍ୟସରକାରଙ୍କ ତରଫରୁ ପାଲନ କରାଯାଉଛି ରାଜ୍ୟସ୍ତରୀୟ ଶିଶୁଦିବସ । ଏହି କାର୍ଯ୍ୟକ୍ରମରେ ନବୀନ ନିଜ ମନ କଥା କହିବେ ।