୨୫ ହଜାର ହେକ୍ଟର ଜମିରେ ଆଳୁ ଚାଷ ହେବ : କୃଷି ସଚିବ

72

ବଜାରରେ ଆଳୁ ଦର ଦିନକୁ ଦିନ ବଢି ଚାଲିଛି । ତେଣୁ ଆଳୁ ମିଶନ ନେଇ କୃଷି ବିଭାଗର ସମୀକ୍ଷା ବୈଠକ ହୋଇଛି । ବୈଠକ ପରେ ୨୫ ହଜାର ହେକ୍ଟର ଜମିରେ ଆଳୁ ଚାଷ ଲକ୍ଷ ଥିବା ନେଇ ସୂଚନା ଦେଇଛନ୍ତି କୃଷି ସଚିବ । ଏହା ସହ କହିଛନ୍ତି ଏହି ଚାଷ ପାଇଁ ୧ ହଜାର ମେଟ୍ରିକ୍ ଟନ୍ ଆଳୁ ବିହନ ବଂଟାଯିବ ।