ପ୍ରେମ କଲେ ୫ ପ୍ରକାର ଫାଇଦା ହୁଏ ! ଜାଣନ୍ତୁ କେମିତି ?

643

002_i-love-you-wallpapersକଥାରେ ଅଛି ଦିଲ୍ଲୀକା ଲଡୁ ଯିଏ ଖାଇଲା ପସ୍ତେଇଲା । ଯିଏ ନଖାଇଲା ବି ପସ୍ତେଇଲା । ଯାହାର ପ୍ରେମିକା ଅଛି ସେ ବି  ଟେନସନରେ । ଯାହାର ନାହିଁ ସେ ବି ଅଧିକ ଟେନସନରେ । ଆଜିକାଲି ସମସ୍ତେ ଚାହାଁନ୍ତି ପ୍ରେମ କରିବାକୁ । ପ୍ରେମ ସମସ୍ତଙ୍କର ଜରୁରୀ ଚିଜ ହୋଇ ପଡିଛି । ଯୁବକଟିଏ ଭଲ ପ୍ରେମିକା କରିବାକୁ ମନେ ମନେ ଖୋଜେ ସୁଯୋଗ ।

countries_couple_picture_2_167895ଯେମିତି ଗୋଟେ ଜିନିଷର ଦୁଇଟି ଦିଗ ଥାଏ । ଗୋଟେ ପଟେ ଲାଭ ଓ ଅନ୍ୟଟି କ୍ଷତି । ସେହିପରି ପ୍ରେମ  କଲେ ବି ଲାଭ ଓ କ୍ଷତି ଲାଗିଥାଏ । କିନ୍ତୁ ଫାଇଦା କଣ ହୁଏ ସେ ବିଷୟରେ ଆମେ ଜାଣିବା । ଏହା ସେତେବେଳେ ଜଣାପଡେ ଯେତେବେଳେ ଜଣେ ଝିଅ ନିଜର ହୋଇଯାଏ ।
କ’ଣ ଫାଇଦା ହୁଏ ?
୧ -ଖୁସି ଅନୁଭବ ହୋଇଥାଏ
ପ୍ରେମିକା ଜୀବନରେ ଖୁସି ଭରିଦେଇଥାଏ । ମନର କ୍ଲାନ୍ତିକୁ ଦୂର କରିଦେଇଥାଏ । ଲୋକଙ୍କୁ ଭଲ ପାଇବା ଶିଖାଇଥାଏ ।
୨-ପ୍ରତି କାମ କରିବାରେ ଉତ୍କଣ୍ଠା ଆସେ
ପ୍ରେମ କଲେ ପ୍ରତି କାମ ଖୁସିରେ ଖୁସିରେ ହୋଇଯାଏ । ନିଜର କାମ ଖୁବ୍ ଯତ୍ନର ସହ କରିବାକୁ ଇଚ୍ଛା ହୋଇଥାଏ ।
4957ff6898ffbb2a7a2ca99f6b624e17୩- ବ୍ୟକ୍ତିତ୍ୱରେ ଭିନ୍ନତା ପରିଲିଖିତ ହୁଏ
ପ୍ରେମ କରିବା ବ୍ୟକ୍ତିର ଗୋଟେ ବଡ ଫାଇଦା ଏୟା ଯେ ତାର ବ୍ୟକ୍ତିତ୍ୱରେ ଏକ ଅଲଗା ପରିଚୟ ସୃଷ୍ଟି ହୁଏ । ପ୍ରେମ ବ୍ୟକ୍ତିତ୍ୱକୁ ଆହୁରି ଆଗକୁ ନେଇଯାଏ । ପ୍ରଗାଢ କରିଥାଏ ।
୪ –ଭଲ କ୍ୟାରିୟର ପାଇଁ ଯତ୍ନବାନ କରାଏ
ନିଜର କ୍ୟାରିୟରକୁ ଆଗକୁ ନେବା ପାଇଁ ପ୍ରେମିକାର ପ୍ରେରଣା ଔଷଧ ଭଳି କାମକରିଥାଏ । ଲକ୍ଷ୍ୟ ସ୍ଥଳୀରେ ପହଁଚିବା ପାଇଁ ସାହସ ଦେଇଥାଏ ପ୍ରେମ ।
maxresdefault୫ – ଗୁଣର ବିକାଶ ହୋଇଥାଏ
ପ୍ରେମ କଲେ ନିଜର ଭୁଲଭଟକାରେ ସୁଧାର ଆସିଥାଏ । ମନରୁ ନକରାତ୍ମକ ଭାବନା ଦୂର ହୋଇଥାଏ । କାହାର ଅନିଷ୍ଟ କରିବାରୁ ବଂଚିତ ହୋଇଥାଉ । ନିଜର କର୍ତବ୍ୟ ବିଷୟରେ ସଚେତନ କରିଥାଏ ପ୍ରେମ । ଆଉ ଏସବୁ ଜଣେ ପ୍ରେମିକାର ପ୍ରଶଂସା ଓ ପ୍ରେରଣାରେ ହୋଇଥାଏ ।
ଏଣୁ ଆପଣ ଠିକ୍ କରନ୍ତୁ ପ୍ରେମ ଓ ପ୍ରେମିକା କରିବା କେତେ ଫାଇଦା !

ଏହାସହ ମଧ୍ୟ ଦେଖନ୍ତୁ –କମ୍ ବୟସର ଯୁବକଙ୍କୁ ବେଶୀ ପସନ୍ଦ କରନ୍ତି ମହିଳା ! ଜାଣନ୍ତୁ କାହିଁକି?