ମାଲକାନାଗିରିରେ ଜାପାନୀ ଜ୍ୱର ମୁକାବିଲା ପାଇଁ ଟୀକାକରଣ ପ୍ରକିୟା ଆରମ୍ଭ

22

ମାଲକାନାଗିରି : ମାଲକାନାଗିରିରେ ଜାପାନୀ ଜ୍ୱର ମୁକାବିଲା ପାଇଁ ପଦକ୍ଷେପ । ଆରମ୍ଭ ହେଲା ଟୀକାକରଣ ପ୍ରକ୍ରିୟା । ଟୀକାକରଣ ପ୍ରକିୟାର ଶୁଭାରମ୍ଭ କରିଛନ୍ତି ମାଲକାନାଗିରି ଜିଲ୍ଲାପାଳ । ୧୭୫ ଟି କେନ୍ଦ୍ରରେ ଏହି ଟୀକାକରଣ ଆରମ୍ଭ ହୋଇଛି ।୧୫ ଦିନ ଧରି ଶିଶୁଙ୍କୁ ଟୀକା ଦିଆଯିବ । ୧ରୁ ୧୫ ବର୍ଷ ବୟସର ୨ ଲକ୍ଷ ୧୮ ହଜାର ଶିଶୁ ଚିହ୍ନଟ ହୋଇଛନ୍ତି ।