ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରିଲେ ଗ୍ରାମ ରୋଜଗାର ସେବକ ସଂଘ

52

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରିଲେ ଗ୍ରାମ ରୋଜଗାର ସେବକ ସଂଘ। ସ୍ଥାୟୀ ନିଯୁକ୍ତି ଦାବିରେ ଗ୍ରାମ ରୋଜଗାର ସେବକ ସଂଘ ମନ୍ତ୍ରୀ ଦେବୀ ମିଶ୍ରଙ୍କ ଘର ଆଗରେ ବିକ୍ଷୋଭ କରିବା ସହ ଘେରାଉ କରିଛନ୍ତି । ଏଥିରେ ଶତାଧିକ ଶିକ୍ଷକ ସଂଘ ସାମିଲ ହୋଇଛନ୍ତି । ବିଭିନ୍ନ ଦାବି ନେଇ ଅନେକ କର୍ମଚାରୀ ସଂଗଠନ ଲୋୟର ପିଏମଜିରେ ଧାରଣାରେ ବସୁଛନ୍ତି ।