କୁକୁର ପ୍ରତି ଆଦର ବଢ଼ାଇବା ଲକ୍ଷ୍ୟ : ଭୁବନେଶ୍ୱରରେ ଆୟୋଜିତ ଏକ ନିଆରା ଡଗ୍ ସୋ

68

ଭୁବନେଶ୍ୱର : କୁହାଯାଏ କୁକୁର ହେଉଛି ମଣିଷର ସବୁଠୁ ବିଶ୍ୱସ୍ତ ବନ୍ଧୁ । ଆଉ ଏମିତି ଏକ ବନ୍ଧୁଙ୍କ ପ୍ରତି ଆଦର ବଢ଼ାଇବା ଲକ୍ଷ୍ୟରେ ଭୁବନେଶ୍ୱରରେ ଆୟୋଜିତ ହେଉଛି ଏକ ନିଆରା ଡଗ୍ ସୋ । ଯେଉଁଥିରେ ଦେଶୀ-ବିଦେଶୀ ବିଭିନ୍ନ ପ୍ରଜାତିର କୁକୁର ଦେଖାଇଛନ୍ତି ନିଜ କମାଲ ।

ଏହାସହ ଦେଖନ୍ତୁ ଏହି ଭିଡିଓ –