ବେଆଇନ୍ ଆପାର୍ଟମେଂଟ ଉପରେ ଚାଲିବ ଡୋଜର୍ : ତାଲିକାରେ ରାଜଧାନୀର ୧୯୫ଟି ଆପାର୍ଟମେଂଟ

23

କନକ ବ୍ୟୁରୋ : ବେଆଇନ ଆପାର୍ଟମେଂଟ୍ ଉପରେ ସରକାରୀ ଛାଟ । ଭଙ୍ଗାଯିବ ଭୁବନେଶ୍ୱରରେ ନିର୍ମାଣ ହୋଇଥିବା ୧୯୫ଟି ବେଆଇନ ଆପାଟମେଂଟ୍ । ଆଇନର ଉଲଂଘନ କରି ନିର୍ମାଣ ହୋଇଥିବା ଏହି ସବୁ ଆପାର୍ଟମେଂଟ୍ ଭାଙ୍ଗିବା ନେଇ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ।

ଦେଖନ୍ତୁ ଏହି ଭିଡିଓ –