ସୁନ୍ଦରଗଡରେ ମାତିଛି ଗଜରାଜ : କ୍ୟାମେରାରେ କଏଦ ହେଲା ଲୋକଙ୍କୁ ଆକ୍ରମଣ ପାଇଁ ଗୋଡାଇବାର ଦୃଶ୍ୟ

25

କନକ ବ୍ୟୁରୋ : ସୁନ୍ଦରଗଡ କିଞ୍ଜିରିକେଲା ଗାଁରେ ମାତିଛି ଗଜରାଜ । କ୍ୟାମେରାରେ କଏଦ ହେଲା ଲୋକଙ୍କୁ ଆକ୍ରମଣ କରିବାକୁ ଗୋଡାଉଥିବାରର ଦୃଶ୍ୟ । କୁହାଯାଉଛି ହାତୀଟି ଆହତ ହୋଇଥିବାରୁ କଷ୍ଟ ସହି ନପାରି ଉଗ୍ର ହୋଇଛି ହାତୀ । ଯାହାକୁ ଦେଖୁଛି ତାକୁ ଆକ୍ରମଣ କରିବାକୁ ଗୋଡାଉଛି । ଖବର ପାଇ ହାତୀକୁ ଘଉଡାଇବାକୁ ଉଦ୍ୟମ କରୁଛି ବନ ବିଭାଗ । ତେବେ ଆହତ ହାତୀକୁ ପଣସରେ ମେଡିସିନ୍ ଦେଇଛି ବନବିଭାଗ ।