ସମ୍ବଲପୁରରେ ବେନାମୀ ପୋଷ୍ଟର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ୍

78

ସମ୍ବଲପୁର ବ୍ୟୁରୋ , କନକ ନ୍ୟୁଜ୍ : ସମ୍ବଲପୁରରେ ବେନାମୀ ପୋଷ୍ଟର । ପୋଷ୍ଟରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କାର୍ଟୁନ୍ କରାଯିବା ସହ ସ୍ୱାର୍ଥପର ନେତା ଭାବେ ସମାଲୋଚନା କରାଯାଇଛି । ମହାନଦୀ ଜଳ ବିବାଦ ନେଇ କେନ୍ଦ୍ର ମନ୍ତ୍ରୀଙ୍କୁ ପୋଷ୍ଟର ଜରିଆରେ ଟାର୍ଗେଟ୍ କରାଯାଇଛି ।