ଦାନ ମାଝୀ ପ୍ରସଙ୍ଗରେ ବିଧାନସଭାରେ ସରକାରଙ୍କ ଅଜବ ଉତର : ସିଡିଏମଓଙ୍କ ତଦନ୍ତ ରିପୋର୍ଟରେ ଉଲ୍ଲେଖ, ସବୁ ଦୋଷ ଦାନର

41

କନକ ବ୍ୟୁରୋ : ସବୁ ଦୋଷ ଦାନ ମାଝିଙ୍କର,  ଆମର କିଛି ଦୋଷ ନାହିଁ । ଏଭଳି ମର୍ମରେ ଆଜି ବିଧାନସଭାରେ ଦାନ ମାଝି ପ୍ରସଙ୍ଗରେ ଉତର ରଖିଛନ୍ତି ସରକାର । ସ୍ୱାସ୍ଥ୍ୟମନ୍ତ୍ରୀ ବିଧାନସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ରିପୋର୍ଟକୁ ଉପସ୍ଥାପନ କରିଛନ୍ତି । ଏଥିରେ ଦାନ ମାଝି କଣ ସବୁ ଭୁଲ କରିଛନ୍ତି ସେବିଷୟରେ ଉଲ୍ଲେଖ ରହିଛି । ସରକାର ଆହୁରି ମଧ୍ୟ କହିଛନ୍ତି ଏହି ଘଟଣାରେ ପଦକ୍ଷେପ ନିଆଯାଇଛି । କିନ୍ତୁ ପଦକ୍ଷେପ କଥା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଜଣେ ଠିକା ନର୍ସ ଓ ଜଣେ ସୁରକ୍ଷାକର୍ମୀଙ୍କୁ ଏତେ ବଡ ଘଟଣା ପାଇଁ ଦାୟୀ କରାଯାଇଛି ।

ପୂରା ତଥ୍ୟ ପାଇଁ ଦେଖନ୍ତୁ ଏହି ଭିଡିଓ –