ପାର୍ଟି ପାଣ୍ଠି

26

ନିର୍ବାଚନ ପାଇଁ ଦଳୀୟ ଚାନ୍ଦା ଏବେ ଆଣିଛି ରାଜ୍ୟ ରାଜନୀତିରେ ଝଡ, କୋଟିକୋଟି ଟଙ୍କା ପାଉଛନ୍ତି ଏବଂ ଭୋଟ୍ ବେଳେ ଖର୍ଚ୍ଚ ବି କରୁଛନ୍ତି । ବ୍ୟବସ୍ଥା ଅନୁସାରେ ନିର୍ବାଚନ କମିଶନଙ୍କ ନିକଟରେ ପଂଜୀକୃତ ବିଭିନ୍ନ ଟ୍ରଷ୍ଟ ରାଜନୈତିକ ଦଳଗୁଡିକୁ ଫଣ୍ଡିଙ୍ଗ କରନ୍ତି , ଆଉ ଗତ ନିର୍ବାଚନରେ ଏମିତି ଭାବରେ କୋଟିକୋଟି ଟଙ୍କା ଆସିଥିଲା ବିଭିନ୍ନଦଳର ପାର୍ଟି ଆକାଂଉଟ୍ କୁ । ତେବେ କେତ ସ୍ୱଚ୍ଛତାର ସହ ଆସେ  ବିଭିନ୍ନ ଟ୍ରଷ୍ଟରୁ ଟଙ୍କା । ନିଜ ଲାଭ ହାସଲ କରିବାକୁ କର୍ପୋରେଟ୍ ହାଉସ୍ ବିଭିନ୍ନ  ଟ୍ରଷ୍ଟ ମାଧ୍ୟମରେ ରାଜନୈତିକ ଚାନ୍ଦା ଦିଅନ୍ତି କି?ତେବେ ଏହାକୁ ନେଇ ଏବେ ଆରମ୍ଭ ହୋଇଛି ବଡଧରଣର ବିତର୍କ । ଏସମସ୍ତ ବିତର୍କିତ ପ୍ରସଙ୍ଗ ଉପରେ ଦେଖିବା କନକ ନ୍ୟୁଜ୍ ର ବିଗ୍ ଡିବେଟ୍ “ପାର୍ଟି ପାଣ୍ଠି”