ଛାତରୁ ଗଳି ପଡିଲେ ବିଶ୍ୱବିଦ୍ୟାଳୟ ଛାତ୍ର : ରହସ୍ୟଘେରରେ ମୃତ୍ୟୁ

25

ବ୍ରହ୍ମପୁର ବ୍ୟୁରୋ, କନକ ନ୍ୟୁଜ୍ : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଜଣେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । କୁହାଯାଉଛି, ମୋବାଇଲରେ ଗପୁ ଗପୁ ଚାରି ମହଲା ଛାତ ଉପରୁ ଗଳି ପଡିଛନ୍ତି ଛାତ୍ର । ଗତକାଲି ବିଳମ୍ବିତ ରାତିରେ ଏହି ଅଭାବନୀୟ ଘଟଣା ଘଟିଛି । ତେବେ ଏହା ଏକ ଦୁର୍ଘଟଣା ନା ହତ୍ୟାକାଣ୍ଡ ସେନେଇ ପୁଲିସ୍ ତଦନ୍ତ ଆରମ୍ଭ କରିଛି । ଦେଖନ୍ତୁ ଏହି ରିପୋର୍ଟ :