ଭୁବନେଶ୍ୱର ପାତ୍ରପଡାରେ ଡକାୟତି : ଖଣ୍ଡଗିରି ପୁଲିସର ଛାନଭିନ୍

22

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ :  ଭୁବନେଶ୍ୱର ପାତ୍ରପଡାରେ ଲୁଟ୍ । ଷ୍ଟେଟ୍ ପୁଲିସ ଆକାଡେମୀ ନିକଟରେ ଥିବା ପାତ୍ରପଡାର ଜରିନା ବିବିଙ୍କ ଘରୁ ଝରକା ତାଡି ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟି ନେଲେ ଦୁର୍ବୃତ । ବିଳମ୍ବିତ ରାତିରେ ଘରେ ପଶି ଜରିନାଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ଲୁଟ୍ କରିଛନ୍ତି ଦୁର୍ବୃତ । ଖଣ୍ଡଗିରି ଥାନାରେ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ କରିଛି ଖଣ୍ଡଗିରି ପୁଲିସ ।