ପୁରୀରେ ସେନା ମୁଖ୍ୟ ବିପିନ ରାୱତ ! ସପରିବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ

44

କନକ ବ୍ୟୁରୋ : ପୁରୀରେ ସେନା ମୁଖ୍ୟ ବିପିନ ରାୱତ । ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଆସି ତାଳବଣିଆ ହେଲିପ୍ୟାଡରେ ଓହ୍ଲାଇବା ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ରାୱତ । ସେନା ମୁଖ୍ୟ ସପରିବାର ପୁରୀ ଆସିଛନ୍ତି ।