ଅଭିନେତ୍ରୀ ଶର୍ମିଷ୍ଠାଙ୍କ କାଷ୍ଟିଂ କାଉଚ୍ ଅଭିଯୋଗ ମାମଲା : ୨ ଜଣଙ୍କୁ ମିଳିଲା ହାଇକୋର୍ଟଙ୍କ ଅନ୍ତରୀଣ ସୁରକ୍ଷା

21

କଟକ ବ୍ୟୁରୋ, କନକ ନ୍ୟୁଜ୍ : ଅଭିନେତ୍ରୀ ଶର୍ମିଷ୍ଠାଙ୍କ କାଷ୍ଟିଂ କାଉଚ୍ ଅଭିଯୋଗ ମାମଲାରେ ନିର୍ଦେଶକ ଚଣ୍ଡି ପରିଜା ଏବଂ ସୁବ୍ରତ ନାୟକଙ୍କୁ ହାଇକୋର୍ଟ ପ୍ରଦାନ କଲେ ଅନ୍ତରୀଣ ସୁରକ୍ଷା ।