ଗୋପ କୁଶଭଦ୍ରା ନଦୀ ପୋଲ ନିକଟରୁ ଅଜଗର ଉଦ୍ଧାର : ମାଛ ଧରିବା ବେଳେ ଜାଲରେ ପଡିଲା ୫୦ କେଜି ଅଜଗର

183

କନକ ବ୍ୟୁରୋ : ପୁରୀ ଜିଲ୍ଲା ଗୋପ କୁଶଭଦ୍ରା ନଦୀ ପୋଲ ନିକଟରୁ ଉଦ୍ଧାର ହେଲା ଅଜଗର । ମାଛ ଧରିବା ବେଳେ ଜାଲରେ ପଡିଛି ୫୦ କେଜି ଅଜଗର । ସ୍ଥାନୀୟ ଲୋକ କୁଶଭଦ୍ରା ପୋଲ ନିକଟରେ ଜାଲ ପକାଉଥିବା ବେଳେ ଅଜଗରଟିକୁ ଉଦ୍ଧାର କରିଛନ୍ତି । ଏହାର ଲମ୍ବର ପ୍ରାୟ ୨୦ ଫୁଟ ହେବ । ତେବେ ଅଜଗରକୁ ଉଦ୍ଧାର କରିବା ପରେ ବନବିଭାଗକୁ ଜଣାଇଛନ୍ତି ସ୍ଥାନୀୟ ଲୋକ ।

ଦେଖନ୍ତୁ ଏହି ଭିଡିଓ –