Daily Archives

April 24, 2020

ଶ୍ରୀମନ୍ଦିର ଭିତରେ ହେବ ଅକ୍ଷୟ ତୃତୀୟା ବିଧି । ମେ ୩ ଯାଏଁ ବାହାର ପର୍ବ ବନ୍ଦ ଥିବାରୁ ଧାର୍ମିକ ବ୍ୟବସ୍ଥାରେ ଅଣାଯିବ…

କନକ ବ୍ୟୁରୋ: ଶ୍ରୀମନ୍ଦିର ଭିତରେ ହେବ ଅକ୍ଷୟ ତୃତୀୟା ବିଧି । ଲକଡାଉନ ସମୟରେ ସରକାରଙ୍କ ନିୟମ ପାଳନ କରି ମନ୍ଦିର ବାହାରେ କୌଣସି ଯାତ୍ରା ହୋଇ ପାରିବ ନାହିଁ । ତେଣୁ ସରକାରଙ୍କ ନିୟନମ ପାଳନ କରି କେମିତି ମହାପ୍ରଭୁଙ୍କ ଦେବନୀତି ହୋଇ ପାରିବ ସେନେଇ ଶଙ୍କରାଚାର୍ଯ୍ୟଙ୍କ ନିର୍ଦ୍ଦେଶକୁ…

ଦେଶରେ କାହିଁକି ବଢ଼ୁଛି କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା? ବଡ଼ ଖୁଲାସା କଲେ ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ରଣଦୀପ…

କନକ ବ୍ୟୁରୋ: ମହାମାରୀ କରୋନା ସଂକ୍ରମଣରେ ଭାରତରେ ଏପର୍ଯ୍ୟନ୍ତ ୭୦୦ରୁ ଅଧିକ ମୃତ୍ୟୁ ହେଲାଣି । କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁସାରେ କରୋନା ଆକ୍ରାନ୍ତଙ୍କୁ ଯୋଗାଇ ଦିଆଯାଉଥିବା ଚିକିତ୍ସା ସେବାରେ ଗତ ଗୋଟିଏ ମାସ ଭିତରେ ସାଢେ ୩ ଗୁଣା ବୃଦ୍ଧି ହୋଇଛି । ତଥାପି ମୃତ୍ୟୁ ସଂଖ୍ୟା ବଢିବାର କାରଣ…

ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ ଅଟକି ଗଲା ଜୀବନ ଯାତ୍ରା । ସଟଡାଉନ ଯୋଗୁଁ ସହର ଶୂନଶାନ, ବନ୍ଦ ରହିଛି ସମସ୍ତ ଦୋକାନ…

କନକ ବ୍ୟୁରୋ: କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିି ଯୋଗୁଁ ଓଡିଶାର ତିନି ଜିଲ୍ଲା ବାଲେଶ୍ୱର,ଭଦ୍ରକ ଓ ଯାଜପୁରରେ ଜାରି ହୋଇଛି ୬୦ଘଂଟିଆ ସଟଡାଉନ । ହାଟ ବଜାର ବନ୍ଦ କରି ଲୋକଙ୍କ ଗତିବିଧି ଉପରେ ରୋକ ଲାଗିଛି । ଆଉ ପୁଲିସର କଡା ପହରା ଭିତରେ ଘରକୁ ଘର ପହଁଚି କେରାନାକୁ ନିୟନ୍ତ୍ରଣ କରିବା…

ଆମ୍ବୁଲାନ୍ସ ପରିବହନ ଠାରୁ ଆରମ୍ଭ କରି ସୁସ୍ଥ ହେବା ପର୍ଯ୍ୟନ୍ତ ସରକାର କରୁଛନ୍ତି ସବୁ ବ୍ୟବସ୍ଥା । ଜଣେ କରୋନା…

କନକ ବ୍ୟୁରୋ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ୱେବସାଇଟରୁ ମିଳିଥିବା ତଥ୍ୟ ଅନୁସାରେ ଶୁକ୍ରବାର ଅପରାହ୍ଣ ସୁଦ୍ଧା ଦେଶରେ ମୋଟ୍ ୨୩ ହଜାର ୭୭ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୪ ହଜାର ୭୪୯ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସବୁଠାରୁ ବଡକଥା ହେଉଛି କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ…

ଦେଶରେ ୨୩ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ମୃତ୍ୟୁ ସଂଖ୍ୟା ପହଁଚିଲା ୭ଶହ ୨୩, ଗତ ୨ ସପ୍ତାହରେ ୮୦…

କନକ ବ୍ୟୁରୋ: ୮୦ ଜିଲ୍ଲାରେ ଗତ ୧୪ ଦିନରେ କୌଣସି ନୂଆ ପଜିଟିଭ ଚିହ୍ନଟ ହୋଇ ନାହାଁନ୍ତି । ଦେଶରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ହେବା ହାର ୨୦.୫୭ ପ୍ରତିଶତକୁ ବୃଦ୍ଧି ପାଇଛି ଯାହା ନିଶ୍ଚିତ ଭାବେ ଏକ ଭଲ ସୂଚନା ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି ।…

କରୋନା ଆକ୍ରାନ୍ତଙ୍କୁ ସୁସ୍ଥ କରୁଛି ପ୍ଲାଜମା ଥେରାପୀ: ଦାବି କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।…

କନକ ବ୍ୟୁରୋ: ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରେ କୋଭିଡ୍-୧୯ ଆକ୍ରାନ୍ତଙ୍କ ଚିକିତ୍ସା ପ୍ଲାଜମା ଥେରାପୀ ଦ୍ୱାରା କରାଯାଇଛି । ଏହି ହସ୍ପିଟାଲ ଦାବି କରିଛି ଯେ, ପ୍ଲାଜମା ଥେରାପୀ ଦ୍ୱାରା କରୋନା ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିଛି । ଏହାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ…