Daily Archives

December 2, 2018

ଲୋକମାନଙ୍କୁ କ୍ଷତିପୂରଣ ରାଶି ଦେବାରେ ବିଫଳ ହେଲା ରେଳବାଇ, ଟ୍ରେନ୍ ଇଞ୍ଜିନକୁ ଜବତ କରିବା ପାଇଁ ଆଦେଶ ଦେଲା କୋର୍ଟ

ରେଲେଓ୍ଵର ଏକ ପ୍ରକଳ୍ପ ପାଇଁ ୨୦ବର୍ଷ ପୂର୍ବରୁ ଏକ ଜମି ଅଧିଗ୍ରହଣ ହୋଇଥିଲା। ତେବେ ଏହି ଅଧିଗ୍ରହଣ ପାଇଁ ଏଯାଏଁ ଲୋକମାନଙ୍କୁ କ୍ଷତିପୂରଣ ରାଶି ଦେବାରେ ବିଫଳ ହେବା ହେତୁ ସ୍ଥାନୀୟ ଅଦାଲତ ଟ୍ରେନର ଇଞ୍ଜିନ୍ ଓ କଲେକଟ୍ରେଟର ଦୁଇଟି ଯାନ ଜବତ କରିବା ପାଇଁ ଆଦେଶ ଦେଇଛନ୍ତି। କାଞ୍ଚିପୁରମର ଏହି…

ଅପମିଶ୍ରିତ କ୍ଷୀର ହୋଇପାରେ ଆପଣଙ୍କ ପାଇଁ ଘାତକ । କରିପାରେ ଲିଭର ଓ କିଡନୀକୁ ଖରାପ । ଜାଣନ୍ତୁ କେମିତି ?

ଯଦି କ୍ଷୀରରେ ଅପମିଶ୍ରଣ ହୋଇଛି, ତେବେ ଏହା ଲିଭର ଓ କିଡନୀକୁ ଖରାପ କରିପାରେ । ଚିକିତ୍ସକଙ୍କ କହିବାନୁସାରେ, ପାଖାପାଖି ୨ ବର୍ଷ ପର‌୍ୟ୍ୟନ୍ତ ଲଗାତାର ଅପମିଶ୍ରିତ କ୍ଷୀର ପିଇବା ଦ୍ୱାରା ଲୋକଙ୍କ ଅନ୍ତନଳୀ, ଲିଭର କିମ୍ବା କିଡନି ଖରାପ ହେବା ଭଳି ବିପଦଜନକ ରୋଗର ଶିକାର ହୋଇପାରନ୍ତି ।…

ତିହାର ଜେଲରେ ରାଜପାଲ୍ ଯାଦବ ! କଏଦୀଙ୍କୁ ଶିଖାଇବେ ହସିବାର କଳା ।

ଚେକ୍ ବାଉନ୍ସ ମାମଲାରେ ତିହାର ଜେଲରେ ଥିବା ବଲିଉଡର ପ୍ରସିଦ୍ଧ କମେଡିଆନ୍ ରାଜପାଲ ଯାଦବଙ୍କୁ ନେଇ କଏଦୀମାନେ ଖୁସି ଅଛନ୍ତି। ସେମାନେ ଏଥିପାଇଁ ଖୁସି ଯେ ଜଣେ ବଲିଉଡର ନାମୀ କଳାକାର ସେମାନଙ୍କ ସହ ରହିବେ। ରାଜପାଲ କଏଦୀମାନଙ୍କ ଖୁସିକୁ ଦ୍ୱିଗୁଣିତ କରିବା ଲାଗି ଏବେ ସେମାନଙ୍କୁ ହସାଇବାର କଳା…

ଓଡିଶାର ପଲିଥିନ ମ୍ୟାନ୍ : ପଲିଥିନର ଡ୍ରେସ୍ ପିନ୍ଧି ପିଲାଙ୍କୁ ଦେଉଛନ୍ତି ଏହି ବିଶେଷ ସନ୍ଦେଶ 

ପଲିଥିନକୁ ବଢ଼ୁଥିବା ପ୍ରଦୂଷଣର ପ୍ରମୁଖ କାରଣ କୁହାଯାଏ, ଯାହା ପରିବେଶକୁ ଅତ୍ୟନ୍ତ ଖରାପ ଭାବେ ପ୍ରଭାବିତ କରିଥାଏ । ଅନେକ ଥର ଏହା ଜୀବଜନ୍ତୁଙ୍କ ଖାଦ୍ୟ ସାଜି ତାଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ  ତ କେବେ ମାଟି ଦବିଯାଇ ତାର ଉର୍ବରତାକୁ ନଷ୍ଟ କରିଥାଏ । ଓଡିଶାର ବାରିପଦାର ଜଣେ…

କନକ ନ୍ୟୁଜର ମହାପ୍ରଭାବ । ଡାର୍ଟି ଡାଡ଼ିଙ୍କ ହାତରେ ହାତକଡ଼ି, ଫୟାଜଙ୍କ ସହ ୩ ଗିରଫ ।

କନକ ବ୍ୟୁରୋ: ଢେଙ୍କାନାଳ ସେଲଟର ହୋମରେ ଯୌନ ନିର୍ଯ୍ୟାତନା ମାମଲା। କନକ ନ୍ୟୁଜର ମହାପ୍ରଭାବ । ଶେଷରେ ବନ୍ଧା ହେଲେ 'ଗୁଡ଼ ନ୍ୟୁଜ ଇଣ୍ଡିଆ' ସେଲଟର ହୋମର ମୁଖ୍ୟ ଫୟାଜ ରେହମାନ । ଫୟାଜଙ୍କୁ ଗିରଫ କଲା ପୋଲିସ। ଫୁଲନଖରା ଅନନ୍ତପୁର ଅଞ୍ଚଳରୁ ଫୟାଜଙ୍କୁ ଗିରଫ କଲା ପୋଲିସ । ଏହାସହ ଘଟଣାରେ…

‘ନମସ୍ତେ’ ସ୍ଥାନରେ ପିଲାଙ୍କୁ ‘ସଲାମ୍ ୱାଲେକୁମ୍’ କହିବାକୁ ଚାପ ଦେଉଥିଲେ ଉର୍ଦ୍ଦୁ ଶିକ୍ଷକ, ବଜରଙ୍ଗ ଦଳର…

ଉର୍ଦ୍ଦୁ ଶିକ୍ଷକ ମହମ୍ମଦ୍ ଇସ୍ତିଆକ୍ ଖାନ ପିଲାମାନଙ୍କୁ ‘ନମସ୍ତେ’ନ କହି ସଲାମ୍ ୱାଲେକୁମ୍ କହିବାକୁ ଛାତ୍ରଛାତ୍ରୀମାନଙ୍କୁ ପ୍ରବର୍ତ୍ତାଉଥିବାର ଅଭିଯୋଗ ହୋଇଛି। ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌକୁ ଲାଗିଥିବା ହରଦୋଇ ଜିଲ୍ଲାର ସଣ୍ଡିଲାର ରସୁଲପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମହମ୍ମଦ୍…