ମିଶନ୍ ଆଶ୍ରା

39

ବିବାହ ବେଦୀରେ ଅଗ୍ନିକୁ ସାକ୍ଷୀ ରଖି ସ୍ୱାମୀ ସ୍ତ୍ରୀକୁ ପ୍ରତିଶ୍ରୁତି ଦେଇଥାଏ ସାରା ଜୀବନ ତାର ସୁରକ୍ଷା ଓ ଦାୟିତ୍ୱ ନେବା ପାଇଁ । ମା ହେଲାପରେ ଶ୍ରଦ୍ଧାରେ ନିଜ ପିଲାର ମୁଣ୍ଡକୁ ଆଉଁସି ଭାବିଥାଏ ଧନରେ ବଡ ହେଲେ ମୋର ସାହାରା ହେବୁ । ରାକ୍ଷୀପୁର୍ଣ୍ଣିମାରେ ଭାଇ ହାତରେ ରାକ୍ଷୀ ବାନ୍ଧିବା ବେଳେ ଭଉଣୀ ଭାବିଥାଏ ଭାଇ ହେଉଛି ମୋର ସୁରକ୍ଷା କବଚ । କିନ୍ତୁ ଅନେକଙ୍କ କ୍ଷେତ୍ରରେ ସେମିତି ହୁଏ ନାହିଁ  । ସ୍ୱାମୀ, ପୁଅ, ଝିଅ ସମସ୍ତଙ୍କ ପାଇଁ ଏମାନେ ଅଲୋଡା ଓ ବୋଝ । ନିର୍ଯ୍ୟାତନାର ଶିକାର ହୋଇ ଅଲୋଡା , ଅପଚରା ଜୀବନ ବିତାନ୍ତି ରାସ୍ତା କଡରେ ଓ ପରିତ୍ୟକ୍ତ ପରିବେଶରେ । ତେବେ ଏହି ନିରାଶ୍ରୟ ମାନଙ୍କ ପାଇଁ ଏକ ଅଭୟା ଆଶ୍ରୟ ହେଉଛି ମିଶନ୍ ଆଶ୍ରା । ଅନେକ କଥା, ବହୁ ବ୍ୟଥାର କାହଣୀ ମିଶନ୍ ଆଶ୍ରା , ଆଜିର ଜୀବନର କାନଭାସ୍ : –