ନିର୍ବାଚନକୁ ନିୟନ୍ତ୍ରଣ କରୁଛି କଳାଧନ ! ମତଦାନର ଦିନକ ପୂର୍ବରୁ ପୋଲିସ ଜବତ କଲା ୮୬.୫ କୋଟି ଟଙ୍କା ।
ଏହି ଘଟଣା ପ୍ରମାଣ କରୁଛି ଯେ ଅର୍ଥବଳ, ମଦ ଓ ମାରଣାସ୍ତ୍ର ଧରି ବାହୁବଳ ଏବେବି ନିର୍ବାଚନ ପ୍ରକ୍ରିୟାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି।
Kanak News is now on WhatsApp
Join and get latest news updates delivered to you via WhatsApp