Browsing Category

ଦେଶ ବିଦେଶ

ଦାନ୍ତେୱାଡାରୁ ଆସିଲା କୋହଭରା ଦୃଶ୍ୟ : ସହିଦ ସ୍ୱାମୀଙ୍କ ଜୁଇରେ ଶୋଇ ପଡିଲେ ପତ୍ନୀ; କହିଲେ, ମୋତେ ବି ନେଇଯାଅ ତୁମ…

କନକ ବ୍ୟୁରୋ : ଦାନ୍ତେୱାଡା ସହିଦଙ୍କ ଅନ୍ତ୍ୟେଷ୍ଟି ବେଳେ ସାମ୍ନାକୁ ଆସିଛି କୋହଭରା ଦୃଶ୍ୟ । କାନ୍ଦି କାନ୍ଦି ସ୍ୱାମୀଙ୍କ ଜୁଇ ଉପରେ ଗଡି ପଡିଲେ ପତ୍ନୀ । କାନ୍ଦି କାନ୍ଦି ନୟାନ୍ତ ହୋଇପଡିଲେ । ଅନ୍ତ୍ୟେଷ୍ଟି ପାଇଁ ଗାଁକୁ ମରଶରୀର ନିଆଯାଇଥିବା ବେଳେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି…
Read More...

ଚୀନ ପ୍ରତିରକ୍ଷାମନ୍ତ୍ରୀଙ୍କ ସହ ରାଜନାଥ ସିଂହଙ୍କ ବୈଠକ : କହିଲେ ସୀମାରେ ଶାନ୍ତି ନରହିଲେ ସମ୍ପର୍କରେ ଆସିବନି ସୁଧାର

କନକ ବ୍ୟୁରୋ : ଚୀନକୁ ଭାରତର କଡ଼ା ଚେତାବନୀ । ଦ୍ୱିପକ୍ଷାକ ସମ୍ପର୍କ ପ୍ରଚଳିତ ଥିବା ଚୁକ୍ତିର ଉଲ୍ଲଙ୍ଘନ ଯୋଗୁ ସମ୍ପର୍କ ପ୍ରଭାବିତ ହୋଇଛି । ସୀମାରେ ଶାନ୍ତି ପ୍ରତିଷ୍ଠା ନ ହେବା ଯାଏ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ସୁଧାର ଆସି ପାରିବ ନାହିଁ ବୋଲି ମଧ୍ୟ ଭାରତ ପକ୍ଷରୁ କୁହାଯାଇଛି । ଗତକାଲି…
Read More...

ଅଭିନେତ୍ରୀ ଜିଆ ଖାନ ମୃତ୍ୟୁ ମାମଲା : ଆଜି ଆସିପାରେ ରାୟ; ବୟଫ୍ରେଣ୍ଡ ସୁରଜ ପାଞ୍ଚୋଲି ଆତ୍ମହତ୍ୟା ପାଇଁ…

କନକ ବ୍ୟୁରୋ : ଅଭିନେତ୍ରୀ ଜିଆ ଖାନ୍ ମୃତ୍ୟୁ ପ୍ରସଙ୍ଗ, ଆଜି ରାୟ ଶୁଣାଇ ପାରନ୍ତି ସିବିଆଇର ସ୍ୱତନ୍ତ୍ର କୋର୍ଟ । ୨୦୧୩ ମସିହା ଜୁନ୍ ୩ ତାରିଖରେ ଅଭିନେତ୍ରୀ ଜିଆ ଖାନଙ୍କ ମୃତଦେହ ତାଙ୍କ ଘରୁ ଉଦ୍ଧାର ହୋଇଥିଲା । ଅଭିନେତା ଆଦିତ୍ୟ ପାଞ୍ଚୋଲିଙ୍କ ପୁଅ ସୁରଜ ପାଞ୍ଚୋଲି ଜିଆ ଖାନଙ୍କୁ…
Read More...

ଦାନ୍ତେୱାଡା ଘଟଣା : ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ବଡ ପ୍ରଶ୍ନ; ନକ୍ସଲମାନେ ଏତେ ପରିମାଣ ଅସ୍ତ୍ରଶସ୍ତ୍ର ପାଉଛନ୍ତି କିପରି…

କନକ ବ୍ୟୁରୋ : ନକ୍ସଲମାନେ ଏତେ ପରିମାଣରେ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ କେଉଁଠାରୁ ଆଣୁଛନ୍ତି । ଏହାର ତଦନ୍ତ ହେବା ଦରକାର । ବୁଧବାର ଛତିଶଗଡ଼ର ଦନ୍ତେୱାଡ଼ାରେ ହୋଇଥିବା ନକ୍ସଲ ଆକ୍ରମଣକୁ ନେଇ ସାରା ଦେଶରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଘଟଣାର ତଦନ୍ତ ଆରମ୍ଭ ହୋଇଥିବାବେଳେ ଛତିଶଗଡ଼…
Read More...

ନିର୍ବାଚନ ପୂର୍ବରୁ କର୍ଣ୍ଣାଟକ ରାଜନୀତିରେ ହାଇଡ୍ରାମା, ଗୃହମନ୍ତ୍ରୀ ଅମିତ ଶାହାଙ୍କ ଭାଷଣକୁ ବିରୋଧ କରି ଥାନାରେ…

କନକ ବ୍ୟୁରୋ : ଗୃହମନ୍ତ୍ରୀ ଅମିତ ଶାହାଙ୍କ ନାଁରେ ଏତଲା । କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଡି.କେ ଶିବକୁମାର ଗୁରୁବାର ଶାହାଙ୍କ ବିରୋଧରେ ବେଙ୍ଗାଲୁରର ହାଇ ଗ୍ରାଉଣ୍ଡ ଥାନାରେ ଏତଲା ଦେଇଛନ୍ତି । ଉସୁକାଇବା ଭଲି ଭାଷଣ ହେବା, ଶତ୍ରତା ବଢାଇବା, ଘୃଣା ଭାଷଣ ନେଇ ଥାନାରେ ଅଭିଯୋଗ କରିଛନ୍ତି ।…
Read More...

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପରେ ବିରୋଧରେ ଦୁସ୍କର୍ମ ଅଭିଯୋଗ । କୋର୍ଟରେ ଦୁୂସ୍କର୍ମ ପିଡିତା…

କନକ ବ୍ୟୁରୋ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପରେ ବିରୋଧରେ ଦୁସ୍କର୍ମ ଅଭିଯୋଗ । ଜଣେ ମହିଳା ସାମ୍ବାଦିକ ଟ୍ରମ୍ପଙ୍କ ବିରୋଧରେ ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ୩୦ ବର୍ଷ ପୂର୍ବରୁ ଟ୍ରମ୍ପ ତାଙ୍କୁ ଦୁର୍ସ୍କମ କରିବା ସହ ଘଟଣାକୁ ଚାପି ଦେଇଥିଲେ । ଟ୍ରମ୍ପ ଏଥର…
Read More...

ସମଲିଙ୍ଗୀ ବିବାହକୁ ନେଇ ଥମୁନି ବିବାଦ । ସମଲିଙ୍ଗୀମାନେ କିପରି ପାଇବେ ସାମାଜିୟ ନ୍ୟାୟ, କେନ୍ଦ୍ରକୁ ପକ୍ଷ ରଖିବାକୁ…

କନକ ବ୍ୟୁରୋ : ସମଲିଙ୍ଗୀ ସମ୍ପକକୁ ନେଇ ବିବାବ ବଢୁଥିବା ବେଳେ କେନ୍ଦ୍ରକୁ ପକ୍ଷ ରଖିବାକୁ କହିଛନ୍ତି ସୁପ୍ରିମକୋର୍ଟ । ବିବାହ ନ କରି କିପରି ସେମାନେ ସାମାଜିକ ସୁବିଧା ଏବଂ ନ୍ୟାୟ ପାଇପାରିବେ ତାହା ଉପରେ ଜଣାଇବାକୁ କହିଛନ୍ତି ସର୍ବୋଚ କୋର୍ଟ । ମିଳିତ ବ୍ୟାଙ୍କ ଆକାଉଂଟ, ଇନସ୍ୟୁରାନ୍ସ…
Read More...

ସାମନାକୁ ଆସୁଛି ଭାରତୀୟ କୁସ୍ତି ସଂଘ ସଭାପତିଙ୍କ କେଳେଙ୍କାରୀ । କୁସ୍ତି କ୍ୟାମ୍ପରେ କିପରି ରହୁଥିଲା ବାତାବରଣ, ମୁହଁ…

କନକ ବ୍ୟୁରୋ : ଜନ୍ତର-ମନ୍ତରରେ ମୁଷ୍ଟିଯୋଦ୍ଧାଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି । ବିଜେପି ନେତା ଓ ଭାରତୀୟ କୁସ୍ତି ସଂଘର ସଭାପତି ବ୍ରିଜଭୂଷଣ ଚରଣ ସିଂଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଲଗାଇଛନ୍ତି । ଖେଳାଳିମାନେ ଅଭିଯୋଗ ଆଣିଛନ୍ତି ଯେ ବ୍ରିଜଭୂଷଣ ଏଭଳି ପରିବେଶ ସୃଷ୍ଟି କରିଥିଲେ…
Read More...

ବର୍ଷରେ ଦେଶରୁ ଜବତ ହେଲାଣି ୪୦ କୁଇଂଟାଲ ଚୋରା ସୁନା । କେବଳ ବିମାନବନ୍ଦରରରୁ ଜବତ ହୋଇଛି ୬୩ ପ୍ରତିଶତ ସୁନା, ରହୁଛି…

କନକ ବ୍ୟୁରୋ : ସାରା ବିଶ୍ୱରେ ସୁନା ଦର ବଢିବା ଏବଂ ଭାରତର ଆମଦାନୀ କର ବୃଦ୍ଧି ଯୋଗୁ ଦେଶରେ ବେଆଇନ ସୁନା କାରବାର ବୃ୍ଦ୍ଧି ପାଇବାରେ ଲାଗିଛି । ବର୍ଷଟରେ ମଧ୍ୟରେ ଦେଶରୁୁ ୪୦ କୁଇଂଟାଲ ସୁନା ଜବତ କରାଯାଇଛି । ଏଥିରୁ ୬୩ ପ୍ରତିଶତ ସୁନା ବିମାନବନ୍ଦରୁ ଜବତ ହୋଇଛି । ଏପ୍ରିଲ ୨୦୨୨ରୁ…
Read More...

ଶୋକରେ ବୁଡିଲା ଛତିଶଗଡ, ଦନ୍ତେୱାଡା ନକ୍ସଲ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କୁ କାନ୍ଧଦେଲେ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ : ଦନ୍ତେୱାଡାରେ ନକ୍ସଲ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କୁ ଦିଆଯାଇଛି ଶେଷ ସଲାମ । ଦାନ୍ତେୱାଡା ହସ୍ପିଟାଲରୁ ଯବାନଙ୍କ ମର ଶରୀରକୁ ଦନ୍ତେୱାଡା ପୋଲିସ ପଡ଼ିଆକୁ ନିଆଯାଇଥିଲା । ମରଶରୀର ପହଂଚିବା ପରର ଦୃଶ୍ୟ ବେଶ୍ ଭାବବିହ୍ୱଳ ଥିଲା । କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା ପୁରା…
Read More...