Browsing Category

ଦେଶ ବିଦେଶ

ଶରଦ ପାୱାରଙ୍କ ଇସ୍ତଫା ପଛରେ ରହିଛି ସଂଜୟ ରାଉତଙ୍କ ଭୂମିକା ! ବିଜେପି କହିଲା ସଂଜୟ ରାଉତ ‘ଆଧୁନିକ ଶକୁନି’

କନକ ବ୍ୟୁରୋ : ଏନସିପି ମୁଖ୍ୟ ଶରଦ ପାୱାର ଦଳର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ନେଇ ଘୋଷଣା କରିବା ପରେ ଏବେ ମହାରାଷ୍ଟ୍ର ରାଜନୀତି ସରଗରମ ହେବାରେ ଲାଗିଛି । ଏନେଇ ବିଜେପି ତରଫରୁ ମଧ୍ୟ ଲଗାତର ଭାବେ ବୟାନ ଜାରି ରହିଛି । ବିଜେପି ତରଫରୁ ଶିବସେନା ନେତା ସଂଜୟ ରାଉତଙ୍କୁ ଶରଦ ପାୱାରଙ୍କ…
Read More...

ଆଦାନୀ ଗ୍ରୁପ ପରେ ହିଣ୍ଡେନବର୍ଗ ଟାର୍ଗେଟରେ ଏହି କମ୍ପାନୀ, ରିପୋର୍ଟ ପ୍ରକାଶ ପାଇବା ପରେ ବୁଡିଗଲା ୮୧ ହଜାର କୋଟି…

କନକ ବ୍ୟୁରୋ : ଆଦାନୀ ଗ୍ରୁପ ଉପରେ କିଛିଦିନ ତଳେ ହିଣ୍ଡେନବର୍ଗ ତରଫରୁ ଏକ ରିପୋର୍ଟ ଜାରି କରାଯାଇଥିଲା । ଏହାପରେ ଆଦାନୀ ଗ୍ରୁପର ସେୟାର ମାର୍କେଟରେ ତଳମୁହାଁ ହୋଇଥିଲା । ଫଳରେ ହଜାର ହଜାର କୋଟି ଟଙ୍କା କ୍ଷତି ସହିଥିଲା କମ୍ପାନୀ । ଏହାକୁ ନେଇ ଦେଶ ରାଜନୀତି ବି ବେଶ୍ ସରଗରମ ହୋଇଥିଲା ।…
Read More...

ଆମ୍ବ ଗଛରୁ ଖସିଲା ବିଡା ବିଡା ଟଙ୍କା । ଆଇଟିକୁ ମିଳିଲା କୋଟି କୋଟି ଟଙ୍କା

କନକ ବ୍ୟୁରୋ: ଆମ୍ବ ଗଛରୁ ପଡିଲା ବିଡା ବିଡା ଟଙ୍କା । ପାଖାପାଖି କୋଟିଏ ଟଙ୍କାକୁ ଜବତ କଲା ଇନକ୍ ଟ୍ୟାକ୍ସ ବିଭାଗ । ଏହା ପଛର କାହାଣୀ  ମଜାଦାର । ଆଇଟି ଅଧିକାରୀଙ୍କ କହିବା ମୁତାବକ, ବିଭାଗୀୟ ଅଧିକାରୀ ମହୀଶୁରର ସୁବ୍ରମଣିୟମ ରାୟଙ୍କ ଘର ଉପରେ ଚଢାଉ କରିଥିଲେ । ଆମ୍ବ ଗଛର ଡାଳରେ ବିଡା…
Read More...

ଧାରଣା ଭିତରେ କୁସ୍ତିଯୋଦ୍ଧା ବିନେଶ ଫୋଗାଟଙ୍କ ବଡ ଅଭିଯୋଗ । କହିଲେ, ମାମଲାକୁ ଦବାଇ ଦେବାକୁ ଚେଷ୍ଟା କରୁଛନ୍ତି…

କନକ ବ୍ୟୁରୋ : ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ତଥା ବିଜେପିର ବାହୁବଳୀ ସାଂସଦ ବ୍ରିଜଭୂଷଣଙ୍କ ସିଂଙ୍କ ବିରୋଧରେ କିଛି କୁସ୍ତିଯୋଦ୍ଧା ଦିଲ୍ଲୀର ଜନ୍ତର-ମନ୍ତର ଠାରେ ଧାରଣା ପ୍ରଦର୍ଶନ ଜାରି ରଖିଛନ୍ତି । ଏହି କ୍ରମରେ ଦେଶର ଶୀର୍ଷ କୁସ୍ତଯୋଦ୍ଧା ବିନେଶ ଫୋଗାଟ କହିଛନ୍ତି କି, ଜଣେ…
Read More...

ଅଡୁଆରେ ମହମ୍ମଦ ଶାମୀ । ସୁପ୍ରିମ କୋର୍ଟ ପହଂଚିଲେ ସ୍ତ୍ରୀ ହସିନା ଜହାଁ, ଶାମୀଙ୍କୁ ଗିରଫ କରିବାକୁ ଆବେଦନ

କନକ ବ୍ୟୁରୋ : ଭାରତୀୟ କ୍ରିକେଟ ଦଳର ଷ୍ଟାର ବୋଲର ମହମ୍ମଦ ଶାମୀ ଏବେ ଆଇପିଏଲ ମ୍ୟାଚରେ ବ୍ୟସ୍ତ ରହିଛନ୍ତି । ସେପଟେ ତାଙ୍କ ପତ୍ନୀ ହସିନା ଜହାଁ ଏବେ ହାଇକୋର୍ଟରୁ ଯାଇ ସିଧାସଳଖ ସୁପ୍ରିମ କୋର୍ଟରେ ପହଂଚିଛନ୍ତି । ୨୦୧୮ ରେ ହସିନା ଜହାଁ ସ୍ୱାମୀ ମହମ୍ମଦ ଶାମୀଙ୍କ ବିରୋଧରେ ବିଭିନ୍ନ…
Read More...

ସେନାରୁ ଚାକିରୀ ଛାଡି ଆରମ୍ଭ କରିଥିଲେ ଜେମିନ୍ ସର୍କସ । ୪୦ ଘୋଡା ଓ ୩୦ ସିଂହକୁ ସର୍କସରେ କରିଥିଲେ ସାମିଲ । ଜାଣନ୍ତୁ…

କନକ ବ୍ୟୁରୋ : ଜେମିନି ଏବଂ ଜମ୍ବୋ ସର୍କସ । ୯୦ଦଶକ ପର୍ଯ୍ୟନ୍ତ ଘରେ ଘରେ ପରିଚିତ ଥିଲା ଏହି ସର୍କସ । ଏହାର ମାଲିକ ଦିବଙ୍ଗତ ଜେମିନି ଶଙ୍କରନ ସର୍କସ କରିବା ପୂର୍ବରୁ କେତେ ଯେ ସଂଘର୍ଷ କରିଛନ୍ତି ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ବ୍ୟବସାୟରେ ଭାଗ୍ୟ ପରୀକ୍ଷା ପରେ ସେନା ବାହିନୀ…
Read More...

ଲୁଧିଆନାରୁ ଆସିଲା ହୃଦୟ ବିଦାରକ ଦୃଶ୍ୟ : ଗ୍ୟାସ ଲିକ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାରକୁ ମୁଖାଗ୍ନି ଦେଲେ…

କନକ ବ୍ୟୁରୋ : ପଞ୍ଜାବ ଲୁଧିଆନାରେ ହୃଦୟ ବିଦାରକ ଦୃଶ୍ୟ । ଗ୍ୟାସ ଲିକ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାରକୁ ମୁଖାଗ୍ନି ଦେଇଛି ଏକ ୮ମାସର ଶିଶୁ । ଗ୍ୟାସ୍ ଲିକ ଦୁର୍ଘଟଣାରେ ୧୧ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଶିଶୁର ପରିବାର ଲୋକଙ୍କ ଏଥିରେ ମୃତ୍ୟୁ ହୋଇଛି । ପିଲାଟିର ବାପା ମା’ ଓ…
Read More...

୧୨ ବର୍ଷର ପୁଅକୁ ଝୁଣିଦେଲେ ବୁଲା କୁକୁର । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଗଲା ଜୀବନ ।

କନକ ବ୍ୟୁରୋ: ଆଜିକାଲି ବୁଲା କୁକୁରଙ୍କ ଆକ୍ରମଣରେ ପିଲାମାନେ ଗୁରୁତର ହେବା ଏପରିକି ମୃତ୍ୟୁମୁଖରେ ପଡିବା ଭଳି ଖବର ବାରମ୍ବାର ସାମ୍ନାକୁ ଅସୁଛି । ଏଭଳି ଆଉ ଏକ ଦୟନୀୟ ଘଟଣା ଘଟିଛି ବରେଲିରେ । ୧୨ ବର୍ଷର ପୁଅ ଆୟାନ ଖେଳିବାକୁ ଯାଇ ଫେରୁଥିବା ସମୟରେ ତାକୁ ଘେରିଯାଇଥିଲେ କିଛି ବୁଲା କୁକୁର…
Read More...

ଛାଡପତ୍ର ପରେ ଖୁସିରେ ନାଚିଲେ ମହିଳା । ଭାଇରାଲ ହେଉଛି ଏହି ମୁହୂର୍ତ୍ତର ଫଟୋ ସୁଟ୍

କନକ ବ୍ୟୁରୋ: ସାଲିନୀ ଜଣେ କଳାକାର ଓ ଫ୍ୟାସନ ଡିଜାଇନର ମଧ୍ୟ । ସେ କିଛି ବର୍ଷ ପୂର୍ବରୁ ବିବାହ କରିଥିଲେ । କିଛି ଦିନ ଖୁସିରେ କଟିବା ପରେ ଆରମ୍ଭ ହୋଇଯାଇଥିଲା ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମନୋମାଳିନ୍ୟ । ସବୁବେଳେ ସାଲିନୀଙ୍କୁ ହିଁ ସାଲିସ୍ କରିବାକୁ ପଡୁଥିଲା । ବାଧ୍ୟହୋଇ ଛାଡପତ୍ର ପାଇଁ…
Read More...

ଭାରତକୁ କ୍ଷମା ମାଗିଲା ୟୁକ୍ରେନ : ଦେବୀ କାଳୀଙ୍କ ବିବାଦୀୟ ଫଟୋ ଛାଡି ପ୍ରତିରକ୍ଷାମନ୍ତ୍ରୀ ମାଗିଲେ କ୍ଷମା

କନକ ବ୍ୟୁରୋ : ଭାରତକୁ କ୍ଷମା ମାଗିଲା ୟୁକ୍ରେନ । ବିବାଦୀୟ ଟୁଇଟ ପାଇଁ ୟୁକ୍ରେନ ପ୍ରତିରକ୍ଷାମନ୍ତ୍ରୀ କ୍ଷମା ମାଗିଛନ୍ତି । ଏପ୍ରିଲ ୩୦ ତାରିଖରେ ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରାଳୟର ଅଫିସିଆ ଟୁଇଟର ପେଜରେ ଏକ ଫଟୋ ଦେଖିବାକୁ ମିଳିଥିଲା । ଏହି ଫଟୋରେ ମା’ କାଳୀଙ୍କ ଛବିରେ ହଲିଉଡ…
Read More...