ଦାନ୍ତେୱାଡାରୁ ଆସିଲା କୋହଭରା ଦୃଶ୍ୟ : ସହିଦ ସ୍ୱାମୀଙ୍କ ଜୁଇରେ ଶୋଇ ପଡିଲେ ପତ୍ନୀ; କହିଲେ, ମୋତେ ବି ନେଇଯାଅ ତୁମ ସାଥିରେ

8,076

କନକ ବ୍ୟୁରୋ : ଦାନ୍ତେୱାଡା ସହିଦଙ୍କ ଅନ୍ତ୍ୟେଷ୍ଟି ବେଳେ ସାମ୍ନାକୁ ଆସିଛି କୋହଭରା ଦୃଶ୍ୟ । କାନ୍ଦି କାନ୍ଦି ସ୍ୱାମୀଙ୍କ ଜୁଇ ଉପରେ ଗଡି ପଡିଲେ ପତ୍ନୀ । କାନ୍ଦି କାନ୍ଦି ନୟାନ୍ତ ହୋଇପଡିଲେ । ଅନ୍ତ୍ୟେଷ୍ଟି ପାଇଁ ଗାଁକୁ ମରଶରୀର ନିଆଯାଇଥିବା ବେଳେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲେ । ଦୁଃଖରେ ଭାଙ୍ଗି ପଡିଥିଲେ ପରିବାର ଓ ସମ୍ପର୍କୀୟ ।