Browsing Category

ଦେଶ ବିଦେଶ

ପୁଣି ଭାରତୀୟ ଟିମକୁ ଫେରିବେ କି ଧୋନୀ, ରବି ଶାସ୍ତ୍ରୀଙ୍କ ବୟାନ ପରେ ବଢିଲା ଚର୍ଚ୍ଚା

କନକ ବ୍ୟୁରୋ : ପୁଣି ଭାରତୀୟ ଟିମକୁ ଫେରିବେ କି କ୍ୟାପଟେନ କୁଲ ମହେନ୍ଦ୍ର ସିଂ ଧୋନୀ । ବର୍ତମାର ସ୍ଥିତି ଏବଂ ଚଳିତ ଆଇପିଏଲରେ ୱିକେଟ କିପର ବ୍ୟାଟରଙ୍କ ପଦର୍ଶନକୁ ଦେଖି ଧୋନୀଙ୍କୁ ଭାରତୀୟ ଟେଷ୍ଟ ଟିମକୁ ଫେରିବାକୁ ଦାବି କରିଛନ୍ତି ପ୍ରଶଂସକ । ଯାହାକୁ ସମର୍ଥନ ଜଣାଇଛନ୍ତି ଟିମ ଇଣ୍ଡିଆର…
Read More...

ଦିନରେ ଇନଷ୍ଟାଗ୍ରାମ ଭିଡିଓ, ରାତିରେ ଆତ୍ମହତ୍ୟା । ଫ୍ୟାସନ ଡିଜାଇନର ତଥା ସୁପର ମଡେଲ ମୁସ୍କାନ ନାରଙ୍ଗଙ୍କ…

କନକ ବ୍ୟୁରୋ : ଫ୍ୟାସନ ଡିଜାଇନର ତଥା ସୁପର ମଡେଲ ମୁସ୍କାନ ନାରଙ୍ଗଙ୍କ ଆତ୍ମହତ୍ୟା । ବେକରେ ରଶି ଲଗାଇ ସେ ଆତ୍ମହତ୍ୟା କରିଛନ୍ତି । ବେଡ୍ରୁମ୍ ଫ୍ୟାନ୍ରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ…
Read More...

ଅନ୍ଧାର ରାତିରେ ଅପରେସନ କାବେରୀ, ସୁଦାନରେ ଭାରତୀୟ ସେନାର ଦୁଃସାହାସିକ ଉଦ୍ଧାର କାର୍ଯ୍ୟ

କନକ ବ୍ୟୁରୋ : ସୁଦାନରେ ନାଇଟ ଭିଜନ ଗଗଲସ ସାହାର୍ଯ୍ୟରେ ଭାରତୀୟ ବାୟୁସେନା କରିଛି କମାଲ । ସୁଦାନାରୁ ଚାଲିଛି ଭାରତୀୟଙ୍କ ଉଦ୍ଧାର । ଏହା ଭିତରେ ବାୟୁସେନା ଏମିତି କିଛି କମାଲ କରିଛି ଯାହାକୁ ଯେତେ ପ୍ରଂଶସା କଲେ ବି କମ ପଡିବ । କାରଣ ଅନ୍ଧାର ରାତିରେ ବିମାନ ଅବତରଣ କରି ୧୨୧ ଭାରତୀୟଙ୍କୁ…
Read More...

ପାକିସ୍ତାନରୁ ଆସିଛି ଆଶ୍ଚର୍ଯ୍ୟଜନକ ଖବର, ମୃତ ଶରୀର ସହ ଯୌନ ସମ୍ପର୍କ ସ୍ଥାପନ କରୁଛନ୍ତି ଦୁର୍ବୁତ

କନକ ବ୍ୟୁରୋ : କବରରେ ତାଲା । ପାକିସ୍ତାନରୁ ଆସିଛି ଆଶ୍ଚର୍ଯ୍ୟଜନକ ଖବର । କାଙ୍ଗାଳ ସ୍ଥିତିରେ ପହଁଚିଥିବା ପାକିସ୍ତାନରେ ବୃଦ୍ଧି ପାଉଛି ନେକ୍ରୋଫିଲିଆ ମାମଲା । ନେକ୍ରୋଫିଲିଆ ଅର୍ଥାତ ମୃତ ଶରୀର ସହ ଯୌନ ସମ୍ବନ୍ଧ ସ୍ଥାପନ କରିବା । ଏଭଳି କିଛି ମାମଲା ଲଗାତାର ଦେଖିବାକୁ ମିଳିବା ପରେ ଏବେ…
Read More...

ଦାନ୍ତେୱାଡ଼ା ମାଓ ଆକ୍ରମଣ ଘଟଣାରେ ସାମ୍ନାକୁ ଆସିଲା ଚାଂଚଲ୍ୟକର ତଥ୍ୟ । ଦୁଇ ମାସ ପୂର୍ବରୁ ମାଟିତଳେ ବିସ୍ଫୋରକ…

କନକ ବ୍ୟୁରୋ : ଦାନ୍ତେୱାଡା ନକ୍ସଲ ଆକ୍ରମଣ ଘଟଣା ସାରା ଦେଶକୁ ସ୍ତବ୍ଧ କରି ଦେଇଛି । ନକ୍ସଲମାନେ ଆଇଡି ବିସ୍ଫୋରଣ କରି ଛତିଶଗଡ ଡିଆରଜି ଯବାନଙ୍କ ଗାଡିକୁ ଉଡାଇ ଦେଇଥିଲେ । ଘଟଣାରେ ୧୦ଜଣ ଡିଆରଜି ଯବାନ ସହିଦ ହୋଇଛନ୍ତି । ଏଥିସହ ଜଣେ ଡ୍ରାଇଭର ମଧ୍ୟ ମୃତ୍ୟୁ ବରଣ କରିଛନ୍ତି । ଘଟଣାର ତିନି…
Read More...

କୁସ୍ତିଯୋଦ୍ଧାଙ୍କୁ ସମର୍ଥନରେ ଧାରଣାସ୍ଥଳରେ ପହଁଚିଲେ ପ୍ରିୟଙ୍କା ଗାନ୍ଧୀ ଓ ଅରବିନ୍ଦ କେଜ୍ରିୱାଲ, ନେତା କହିଲେ ଦେଶ…

କନକ ବ୍ୟୁରୋ : ମୁଣ୍ଡଫଟା ଖରାରେ ଜାରି ରହିଛି କୁସ୍ତିଯୋଦ୍ଧାଙ୍କ ଧାରଣା । ଭାରତୀୟ କୁସ୍ତି ମହାସଂଘର ସଭାପତି ବ୍ରିଜଭୂଷଣ ବିରୋଧରେ ରଣହୁଙ୍କାର ଦେଇ ଶହ ଶହ କୁସ୍ତିଯୋଦ୍ଧା ଜନ୍ତରମନ୍ତରରେ କରୁଛନ୍ତି ବିରୋଧପ୍ରଦର୍ଶନ । ଧାରଣାକୁ ୭ଦିନ ପୂରିଥିବାବେଳେ ଶନିବାର ଏମାନଙ୍କୁୁ ଭେଟିବା ପାଇଁ…
Read More...

ଜମୁଛି କର୍ଣ୍ଣାଟକ ନିର୍ବାଚନ ପ୍ରଚାର । ବେଙ୍ଗାଲୁରରେ ମୋଦୀଙ୍କ ମାରାଥନ ରାଲି, ନିର୍ବାଚନୀ ଇସ୍ତାହାରକୁ ନେଇ…

କନକ ବ୍ୟୁରୋ : ନିର୍ବାଚନ ଯେତିକି ପାଖେଇ ଆସୁଛି କର୍ଣ୍ଣାଟକ ପ୍ରଚାର ମଇଦାନରେ ସେତିକି ଭିଡ ଦେଖିବାକୁ ମିଳୁଛି । ଭୋଟରଙ୍କୁ ଆକୃଷ୍ଟ କରିବାକୁ ଜୋରଦାର କ୍ୟାମ୍ପେନ କରିବା ସହ ପରଷ୍ପରକୁ ଟାର୍ଗେଟ କରିବାରେ ଅବହେଳା କରୁନାହାଁନ୍ତିି ଦୁଇ ପ୍ରମୁଖ ଦଳ ବିଜେପି ଓ କଂଗ୍ରେସ । ଶନିବାର ଦୁଇ ଦିନିଆ…
Read More...

ଗୁଲାମଙ୍କ ଆତ୍ମଜୀବନୀରେ ମହାବାତ୍ୟାର କଥା । ଲେଖିଛନ୍ତି ଅଙ୍ଗେଲିଭା ଅନୁଭୂତି । ଲୁଲୁଙ୍କ ସହଯୋଗକୁ ପ୍ରଶଂସା, ଧନ୍ୟବାଦ…

କନକ ବ୍ୟୁରୋ: ଦେଶର ବରିଷ୍ଠ ରାଜନେତା ଗୁଲାମନବୀ ଆଜାଦ୍ ନିକଟରେ ନିଜ ଆତ୍ମଜୀବନୀକୁ ନେଇ ‘ଆଜାଦ’ ନାମରେ ଏକ ପୁସ୍ତକ ଭେଟି ଦେଇଥିଲେ । ତେବେ ନିଜର ଏହି ଆତ୍ମଜୀବନୀରେ ୧୯୯୯ ମସିହାର ମହାବାତ୍ୟା ବିଷୟରେ ଆଲୋଚନା କରିଛନ୍ତି ଗୁଲାମନବୀ । ମହାବାତ୍ୟା ସମୟରେ ସ୍ୱର୍ଗତ କଂଗ୍ରେସ ନେତା ଲୁଲୁ…
Read More...

ବ୍ଲକ ହେଲା ନ୍ୟୁଜ୍ ଏଜେନ୍ସି ଏଏନଆଇର ଟ୍ୱିଟର ହ୍ୟାଣ୍ଡେଲ, ଟ୍ୱିଟର ହ୍ୟାଣ୍ଡେଲକୁ ଛୋଟଛୁଆ କହି ନିଆଗଲା…

କନକ ବ୍ୟୁରୋ : ଦେଶର ସବୁଠାରୁ ବଡ ନ୍ୟୁଜ୍ ଏଜେନ୍ସି ମଧ୍ୟରୁ ଅନ୍ୟତମ ଏଏନଆଇ ଟ୍ୱିଟର ହ୍ୟାଣ୍ଡେଲକୁ ବ୍ଲକ କରିଦିଆଯାଇଛି । ଏକ ଅଜବ କାରଣ ଦର୍ଶାଇ ଟ୍ୱିଟର ପକ୍ଷରୁ ଏଏନଆଇ ଆକାଉଣ୍ଟକୁ ବ୍ଲକ କରିଦିଆଯାଇଛି । ଟ୍ୱିଟରରେ ଏଏନଆଇର ୭.୫ ମିଲିୟନ ଅର୍ଥାତ ୭୫ଲକ୍ଷ ଫଲୋଅର୍ସ ରହିଛନ୍ତି । ଏବେ ଏହି…
Read More...

‘ଯିଏ ଦେଶକୁ ଭଲପାଏ, ସେ ଜନ୍ତର ମନ୍ତର ଆସନ୍ତୁ…’ କୁସ୍ତିଯୋଦ୍ଧାଙ୍କ ପ୍ରଦର୍ଶନସ୍ଥଳୀରେ ପହଞ୍ଚିଲେ ଦିଲ୍ଲୀ…

କନକ ବ୍ୟୁରୋ: କୁସ୍ତି ସଂଘର ଅଧ୍ୟକ୍ଷ ତଥା ବିଜେପି ସାଂସଦ ବ୍ରଜଭୂଷଣ ସିଂହଙ୍କ ବିରୋଧରେ ଯୌନଶୋଷଣର ଅଭିଯୋଗ ନେଇ ଦିଲ୍ଲୀର ଜନ୍ତର ମନ୍ତରରେ ବିକ୍ଷୋଭ କରୁଛନ୍ତି ଦେଶର କୁସ୍ତି ଯୋଦ୍ଧା । ଶନିବାର ଦିନ ଏହି ଧାରଣା ନିଜର ସପ୍ତମ ଦିନରେ ପହଞ୍ଚିଛି । ତେବେ ଶନିବାର କଂଗ୍ରେସ ନେତ୍ରୀ ପ୍ରିୟଙ୍କା…
Read More...