Browsing Category

ଦେଶ ବିଦେଶ

ଆଜି ଭାରତ-ୱେଷ୍ଟଇଣ୍ଡିଜ ତୃତୀୟ ଟି-ଟ୍ୱେଣ୍ଟି : ୨ଟି ମ୍ୟାଚ ହାରି ସାରିଥିବାରୁ ଆଜି ଟିମ୍ ଇଣ୍ଡିଆ ପାଇଁ କର ବା ମର…

କନକ ବ୍ୟୁରୋ : ଆଜି ଭାରତ-ୱେଷ୍ଟଇଣ୍ଡିଜ ତୃତୀୟ ଟି-ଟ୍ୱେଣ୍ଟି । ୨ଟି ମ୍ୟାଚ ହାରି ସାରିଥିବାରୁ ଆଜି ଟିମ୍ ଇଣ୍ଡିଆ ପାଇଁ କର ବା ମର ସ୍ଥିତି । ଶେଷ ଥର ପାଇଁ ଭାରତ ୨୦୧୬ରେ ୱେଷ୍ଟଇଣ୍ଡିଜ୍‌ଠୁ ଦ୍ବିପାକ୍ଷିକ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ପରାଜିତ ହୋଇଥିଲା । ଏବେ ଭାରତ ୦-୨ରେ ପଛରେ ରହିଯାଇଛି।…
Read More...

ଡ୍ରୋନ୍ ପରୀକ୍ଷଣ ଫେଲ୍… ଋଷିକେଶ ଏମ୍ସରୁ କୋଟଦ୍ୱାର ପଠାଯାଉଥିଲା ରକ୍ତ ପ୍ୟାକେଟ୍,  ଲ୍ୟାଣ୍ଡିଂ ସମୟରେ ହେଲା…

କନକ ବ୍ୟୁରୋ: ଋଷିକେଶ ସ୍ଥିତ ଏମ୍ସରୁ ଡ୍ରୋନ ଜରିଆରେ ମେଡିକାଲ  ସେବା ଯୋଗାଇବା ପରୀକ୍ଷଣ ବିଫଳ ହୋଇଛି । କୋଟଦ୍ୱାର ବେସ୍ ହସ୍ପିଟାଲ ପାଇଁ ପଠାଯାଇଥିବା ଡ୍ରୋନ୍ ଲ୍ୟାଣ୍ଡିଂ କରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇ ଖସିପଡିଛି । ଅବଶ୍ୟ ଏହି ଘଟଣାରେ କୌଣସି ଧନଜୀବନର କ୍ଷତି ହୋଇନଥିବା ସୂଚନା…
Read More...

ମୋଦୀ ସରକାର ବିରୋଧରେ ଆଜି ଲୋକସଭାରେ ଆସିବ ଅନାସ୍ଥା ପ୍ରସ୍ତାବ : ମଣିପୁର ପ୍ରସଙ୍ଗରେ ବିବୃତି ରଖିବେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ : ବିରୋଧୀମାନେ ମୋଦୀ ସରକାର ବିରୋଧରେ ଆଣିଥିବା ଅନାସ୍ଥା ପ୍ରସ୍ତାବ ନେଇ ଆଜି ଲୋକସଭାରେ ଆଲୋଚନା ହେବ । ମଣିପୁର ପ୍ରସଙ୍ଗରେ ବିରୋଧୀମାନେ ଏହି ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି । ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଗୃହରେ ବିବୃତି ରଖିବାକୁ ବିରୋଧୀମାନେ ବାରମ୍ବାର ଦାବି…
Read More...

ମଣିପୁର ହିଂସା ମାମଲାରେ ସୁପ୍ରିମକୋର୍ଟଙ୍କ ଶୁଣାଣୀ: ସରକାରଙ୍କ ପକ୍ଷ ରଖି ଆଟର୍ଣ୍ଣି ଜେନେରାଲ ଭେଙ୍କଟରମଣି କହିଲେ ୬ଟି…

କନକ ବ୍ୟୁରୋ: ମଣିପୁର ହିଂସା ମାମଲାରେ ସୋମବାର ଶୁଣାଣୀ କରିଛନ୍ତି ସୁପ୍ରିମକୋର୍ଟ । ଶୁଣାଣୀ ସମୟରେ କେନ୍ଦ୍ର ସରକାର କୋର୍ଟରେ ନିଜର ପକ୍ଷ ରଖିଛନ୍ତି । ଆଟର୍ଣ୍ଣି ଜେନେରାଲ ଭେଙ୍କଟରମଣି କହିଛନ୍ତି ମାମଲାରେ ୬ହଜାର ୫ଶହ ଏଫଆଇର ରୁଜୁ ହୋଇଛି । କେନ୍ଦ୍ର ସରକାର ବେଶ ଗମ୍ଭୀରତାର ସହ ମଣିପୁର…
Read More...

ଜେଲର ଅନ୍ଧାରକୋଠରୀରେ କଟୁଛି ଇମ୍ରାନଙ୍କ ଦିନ: ମିଳୁଛି ବି-ଶ୍ରେଣୀର ସେବା-ଦଳୀୟକର୍ମୀ ଓ ସମ୍ପକୀୟଙ୍କୁ ଭେଟିବାକୁ…

କନକ ବ୍ୟୁରୋ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବେ ଜେଲ୍ଦଣ୍ଡ କାଟୁଛନ୍ତି । ତୋଷଖାନା ମାମଲାରେ ଇମ୍ରାନ ଖାନଙ୍କୁ ୩ ବର୍ଷ ଦଣ୍ଡ ଦିଆଯାଇଛି । ତେବେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଜେଲରେ ଜଣେ ସାଧାରଣ କଏଦୀଙ୍କ ପରି ରହିଛନ୍ତି । ‘ଅଟୋକ୍’ ଜେଲରେ ସାଧାରଣ…
Read More...

ଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ଡ, ଏଣ୍ଡୋସ୍କୋପି ୱାର୍ଡରେ ଲାଗିଲା ନିଆଁ: କୌଣସି ମୃତାହତର ନାହିଁ ସୂଚନା, ରୋଗୀଙ୍କୁ…

କନକ ବ୍ୟୁରୋ: ଦିଲ୍ଲୀ ଏମ୍ସ ହସ୍ପିଟାଲରେ ବଡ଼ ଅଗ୍ନିକାଣ୍ଡ । ଏମ୍ସରେ ଥିବା ‘ଇମରଜେନ୍ସି ବୋର୍ଡ’ ନିକଟ ଏଣ୍ଡୋସ୍କୋପି ରୁମରେ ପାଖାପାଖି ୧୨ଟା ସମୟରେ ନିଆଁ ଲାଗିଥିଲା । ଏନେଇ ଖବର ପାଇ ୮ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ କରିଛନ୍ତି । ଦୀର୍ଘ ସମୟର ଚେଷ୍ଟା ପରେ ଲାଗିଥିବା…
Read More...

ଟମାଟୋ କରୁଛି କୋଟିପତି: ୨ରୁ ୩ମାସ ମଧ୍ୟରେ ୫ଜଣ ଚାଷୀ ରାତାରାତି ହେଲେଣି କୋଟିପତି, କିଣୁଛନ୍ତି କାର, ଗାଡି

କନକ ବ୍ୟୁରୋ: ଟମାଟୋ କରୁଛି କୋଟପତି । ଟମାଟୋର ଦାମ ବୃଦ୍ଧି ସାଧାରଣ ଗ୍ରାହକଙ୍କ ପାଇଁ ସମସ୍ୟା ସାଜିଛି କିନ୍ତୁ ଅନ୍ୟପଟେ ଚାଷୀଙ୍କ ପାଇଁ ଆର୍ଶୀବାଦ ପାଲଟିଛି । ୨ରୁ ୩ମାସ ଭିତରେ ଦକ୍ଷିଣଭାରତ ରାଜ୍ୟର କିଛି ଚାଷୀ ଟମାଟୋ ବିକି କୋଟିପତି ହୋଇଛନ୍ତି । କେବଳ ସେତିକି ନୁହେଁ ନିଜ ସ୍ୱପ୍ନରକୁ…
Read More...

ପାକିସ୍ତାନୀ ମହିଳାଙ୍କୁ ବିବାହ କରି ଚର୍ଚ୍ଚାରେ ଭାରତୀୟ ଯୁବକ: ଭିସା ନମିଳିବାରୁ ହେଲା ଅନଲାଇନ ବାହାଘର

କନକ ବ୍ୟୁରୋ: ପୁଣି ପାକିସ୍ତାନ ମହିଳାଙ୍କୁ ବିବାହ କରି ଚର୍ଚ୍ଚାରେ ଭାରତୀୟ ଯୁବକ । ରାଜସ୍ଥାନ ଯୋଧପୁରୁ ଯୁବକ ଅରବାଜ ଓ କରାଚୀର ଅମିନାଙ୍କ ନିକଟରେ ଅନଲାଇନ ବିବାହ କରିଛନ୍ତି । ଦୁଇ ପରିବାରଙ୍କ ସହମତି ଓ ଉପସ୍ଥିତିରେ ଅନଲାଇନ ବିବାହ ହୋଇଛି । ଅମିନାଙ୍କୁ ଭିସା ନମିିଳିବାରୁ ଅନଲାଇନ ବିବାହ…
Read More...

୪ମାସ ପରେ ସଂସଦକୁ ଫେରିଲେ ରାହୁଲ: ପାଛୋଟି ନେଲେ ବିରୋଧୀ ମେଂଟର ସାଂସଦ, କଂଗ୍ରେସ ଶିବିର ଉତ୍ସାହିତ

କନକ ବ୍ୟୁରୋ: ସାଂସଦ ପଦ ଫେରି ପାଇଲେ ରାହୁଲ ଗାନ୍ଧୀ । ଗୁଜୁରାଟ ତଳ କୋର୍ଟଙ୍କ ଦଣ୍ଡାଦେଶ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଲଗାଇବାପରେ ଏବେ ପୁଣିଥରେ ସଂସଦକୁ ଯିବାକୁ ରାହୁଲଙ୍କୁ ମିଳିଛି ଅନୁମତି । ଲୋକସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦିଆଯିବା ପରେ କଂଗ୍ରେସ…
Read More...

ଲୋକସଭାରେ ଗୃହୀତ ହେଲା ‘ଡିଜିଟାଲ୍ ପର୍ସନାଲ ଡାଟା ପ୍ରୋଟେକ୍ସନ ବିଲ୍’ । ଜାଣନ୍ତୁ କଣ ପାଇଁ ଏହା…

ବିରୋଧୀଙ୍କ କୋଳାହଳ ଭିତରେ ସୋମବାର ଲୋକସଭାରେ ‘ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍ସନ ବିଲ୍, ୨୦୨୩’ ଗୃହୀତ ହୋଇଛି, ଯେଉଁଥିରେ ବ୍ୟକ୍ତିଗତ ଡାଟାକୁ ଗଚ୍ଛିତ ରଖୁଥିବା ଦେଉଥିବା ସଂସ୍ଥାଗୁଡ଼ିକ ଉପରେ କେତେକ ସାଧାରଣ ଏବଂ କେତେକ କ୍ଷେତ୍ରରେ ସ୍ୱତନ୍ତ୍ର ଦାୟିତ୍ୱ ଲାଗୁ କରିବାର ବ୍ୟବସ୍ଥା…
Read More...