Browsing Category

ଦେଶ ବିଦେଶ

ଶୀତକାଳୀନ ଅଧିବେଶନ ପୂର୍ବରୁ ରାଜ୍ୟସଭା ସାଂସଦଙ୍କ ପାଇଁ ନିୟମାବାଳି ଜାରି । ଗୃହରେ ଉଠାଇବାକୁ ଥିବା ପ୍ରସଙ୍ଗ ଆଗୁଆ…

କନକ ବ୍ୟୁରୋ : ଆସନ୍ତା ସପ୍ତାହରୁ ସଂସଦର ଶୀତକାଳୀନ ଅଧିବେଶନ । ରାଜ୍ୟସଭାରେ ଉଠାଯାଇଥିବା ପ୍ରସଙ୍ଗ ଉପରେ କୌଣସି ପ୍ରଚାର ହେବା ଉଚିତ ନୁହେଁ ବୋଲି ରାଜ୍ୟସଭା ସାଂସଦମାନଙ୍କୁ ନିର୍ଦ୍ଦେଶ ରହିଛି । ଗୃହର ଅଧ୍ୟକ୍ଷ ନୋଟିସ୍ ଅନୁମୋଦନ ନକରିବା ପର୍ଯ୍ୟନ୍ତ ଏବଂ ଅନ୍ୟ ସାଂସଦମାନଙ୍କୁ ଏହା ଜଣାଇବା…
Read More...

ଏକଜିଟ୍ ପୋଲ ଭିତରେ ଆସିଲା ଭଲ ଖବର । ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ବଢିଛି ଅଭିବୃଦ୍ଧି ହାର

କନକ ବ୍ୟୁରୋ : ବଢିଲା ଅଭିବୃଦ୍ଧି ହାର । ଜୁଲାଇରୁ ସେପ୍ଟେମ୍ବର ମାସ ମଧ୍ୟରେ ଅଭିବୃଦ୍ଧି ହାର ୭.୬ ପ୍ରତିଶତ ରହିଛି । କେନ୍ଦ୍ର ସରକାରଙ୍କ ପରିସଂଖ୍ୟାନ ମନ୍ତ୍ରଣାଳୟ ଏହି ରିପୋର୍ଟ ଜାରି କରିଛି । ପୂର୍ବ ବର୍ଷ ଏହି ସମୟରେ ଅଭିବୃଦ୍ଧି ହାର ୬.୨ ପ୍ରତିଶତ ଥିଲା । ତେବେ ଚଳିତ ଆର୍ଥିକ ବର୍ଷର…
Read More...

ଶେଷ ଦିନରେ ତେଲେଙ୍ଗାନାରେ ୧୧୯ ବିଧାନସଭା ଆସନ ପାଇଁ ପଡିଲା ଭୋଟ । ଧାଡିରେ ଛିଡା ହୋଇ ଭୋଟ ଦେଲେ ନେତା, ଜନତା ଏବଂ…

କନକ ବ୍ୟୁରୋ : ସରିଲା ୫ ରାଜ୍ୟର ବିଧାନସଭା ନିର୍ବାଚନ । ଗୁରୁବାର ଅନ୍ତିମ ପର୍ଯ୍ୟାୟରେ ତେଲେଙ୍ଗାନା ପାଇଁ ପଡିଛି ଭୋଟ୍ । ମୋଟ୍ ୧୧୯ ବିଧାନସଭା ଆସନ ପାଇଁ ମତଦାନ ସରିଛି । ଇଭିଏମରେ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍ କରିଛନ୍ତି ମତଦାତା । ତେବେ ସକାଳ ୭ଟାରୁ ଆରମ୍ଭ ହୋଇଥିବା ଏହି ମତଦାନ ସନ୍ଧ୍ୟା…
Read More...

ସରିଲା ପାଞ୍ଚ ରାଜ୍ୟର ମତଦାନ । ‘୨୪’ ଲଢ଼େଇ ପାଇଁ ବଳ ଦେବ ଫଳାଫଳ, ହିନ୍ଦୀ ହାର୍ଟଲ୍ୟାଣ୍ଡରେ କାହାର ରହିବ ପ୍ରଭାବ?

କନକ ବ୍ୟୁରୋ : ସରିଛି ପାଂଚ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ମତଦାନ । ଆସନ୍ତାବର୍ଷ ସାଧାରଣ ନିର୍ବାଚନ ପୂର୍ବରୁ ଏହା ଶେଷ ବିଧାନସଭା ନିର୍ବାଚନ । ତେଣୁ ଫଳାଫଳ ଉପରେ ଏବେ ସମସ୍ତଙ୍କ ନଜର ରହିଛି । କାରଣ ଦିଲ୍ଲୀ ଗାଦିରେ ବସିବାକୁ ହେଲେ ହିନ୍ଦୀ ହାର୍ଟଲ୍ୟାଣ୍ଡର ଫଳାଫଳ ଗୋଟିଏ ବଡ ବଳ…
Read More...

ଛତିଶଗଡ ବିଧାନସଭା ଭୋଟିଂ ପରେ ଏକ୍ସଜିଟ୍ ପୋଲକୁ ନେଇ ବଢିଲା ଚର୍ଚ୍ଚା । ଜାଣନ୍ତୁ ଫେରିବ କି ବିଜେପି ନା କ୍ଷମତା ବଜାୟ…

କନକ ବ୍ୟୁରୋ : ଛତିଶଗଡ ବିଧାନସଭା ପାଇଁ ଭୋଟ ଗ୍ରହଣ ସରିଛି । କେବଳ ବାକି ରହିଛି ଫଳାଫଳକୁ । ଡିସେମ୍ବର ୩ ତାରିଖରେ ଫଳାଫଳ ଆସିବା ପୂର୍ବରୁ ଆଜି ଅନେକ ସର୍ଭେ ସଂସ୍ଥା ସେମାନଙ୍କର ପୂର୍ବାନୁମାନ ରିପୋର୍ଟ ପ୍ରକାଶ କରିଛନ୍ତି । ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଏବେ ରାଜ୍ୟ ରାଜନୀତି ସରଗରମ…
Read More...

ତେଲେଙ୍ଗାନାରେ ବିଆରଏସ ଉପରେ ଭାରି ପଡିବ କି କଂଗ୍ରେସ । ଜାଣନ୍ତୁ କଣ କହୁଛି ଏକ୍ସଜିଟ୍ ପୋଲ ରିପୋର୍ଟ

କନକ ବ୍ୟୁରୋ : ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଆଜି ଭୋଟ ଗ୍ରହଣ ସରିଛି । ଏହାସହ ଭୋଟ ଗ୍ରହଣ ଶେଷ ହେବା ପରେ ଏକ୍ସଜିଟ୍ ପୋଲ ରିପୋର୍ଟ ମଧ୍ୟ ପ୍ରକାଶ ପାଇଛି । ତେଲେଙ୍ଗାନା ବିଧାନସଭା ନିର୍ବାଚନକୁ ନେଇ ପୋଲ ଅଫ୍ ପୋଲ୍ସ ଯେଉଁ ଆକଳନ କରିଛି ସେ ମୁତାବକ କଂଗ୍ରେସକୁ ୫୬ଟି ଆସନ…
Read More...

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ଆସିଲା ଏକ୍ସଜିଟ୍ ପୋଲ ରିପୋର୍ଟ । ଜାଣନ୍ତୁ କଂଗ୍ରେସର କମଳନାଥ ନା ବିଜେପିର…

କନକ ବ୍ୟୁରୋ : ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ ଡିସେମ୍ବର ୩ ତାରିଖରେ ଆସିବାକୁ ଯାଉଛି । ତା ପୂର୍ବରୁ କିଛି ସର୍ଭେ ସଂସ୍ଥା ସେମାନଙ୍କର ପୂର୍ବାନୁମାନ ରିପୋର୍ଟ ପ୍ରକାଶ କରିଛନ୍ତି । ଏହି ରିପୋର୍ଟ ମୁତାବକ ମଧ୍ୟପ୍ରଦେଶରେ ପୁଣିଥରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର…
Read More...

ଭୋଟ ଗଣତି ପୂର୍ବରୁ ଆସିଲା ‘ଜନ୍ କି ବାତ୍’ ର ପୂର୍ବାନୁମାନ ରିପୋର୍ଟ । ଜାଣନ୍ତୁ ରାଜସ୍ଥାନରେ କିଏ ଗଢିପାରେ ସରକାର

କନକ ବ୍ୟୁରୋ : ୫ଟି ରାଜ୍ୟରେ ବିଧାନସଭା ପାଇଁ ଭୋଟ ଗ୍ରହଣ ସରିଛି । ୩ ତାରିଖରେ ଆସିବାକୁ ଯାଉଛି ନିର୍ବାଚନ ଫଳାଫଳ । ତା ପୂର୍ବରୁ କିଛି ସର୍ଭେ ସଂସ୍ଥା ସେମାନଙ୍କର ଆଗୁଆ ଆକଳନ ରିପୋର୍ଟ ପ୍ରକାଶ କରିଛନ୍ତି । ମଧ୍ୟପ୍ରଦେଶ ଓ ଛତିଶଗଡରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ…
Read More...

୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ପୂର୍ବରୁ ଆସିବାକୁ ଯାଉଛି ପୂର୍ବ ଆକଳନ । ତା ପୂର୍ବରୁ ଜାଣନ୍ତୁ କେଉଁ ରାଜ୍ୟରେ…

କନକ ବ୍ୟୁରୋ : ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହୋଇଛି । ଡିସେମ୍ବର ୩ ତାରିଖରେ ଫଳାଫଳ ଘୋଷଣା କରାଯିବ । ତା ପୂର୍ବରୁ ବିଭିନ୍ନ ସଂସ୍ଥାମାନେ କେଉଁ ରାଜ୍ୟରେ କେଉଁ ରାଜନନୈତିକ ଦଳକୁ କେତେ ଆସନ ମିଳିବ ସେନେଇ ଆକଳନ କରିଛନ୍ତି । କିଛି ସମୟ ପରେ ଏହି ପୂର୍ବାନୁମାନ ବା ଏକ୍ସଜିଟ୍…
Read More...

ଦୁବାଇରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ ‘COP 28’’

ଆଜିଠାରୁ ସଂଯୁକ୍ତ ଆରବ ଏମିରେଟ୍ସର ଦୁବାଇ ସହରରେ ଜଳବାୟୁ ପରିବର୍ତ୍ତନ ଉପରେ ଆଲୋଚନା ‘COP 28’ ଆରମ୍ଭ ହୋଇଛି । ଏହି ସମୟରେ, ନିକଟରେ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡିଛି ଯେ ଜଳବାୟୁ ପରିବର୍ତ୍ତନ ହେତୁ ସାଉଦି ଆରବ ଏବଂ ୟୁଏଇ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି । ତାପମାତ୍ରା…
Read More...