୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ପୂର୍ବରୁ ଆସିବାକୁ ଯାଉଛି ପୂର୍ବ ଆକଳନ । ତା ପୂର୍ବରୁ ଜାଣନ୍ତୁ କେଉଁ ରାଜ୍ୟରେ ରାହୁଲ ଓ ମୋଦୀଙ୍କର କେତେ ରହିଛି ଲୋକପ୍ରିୟତା
କନକ ବ୍ୟୁରୋ : ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହୋଇଛି । ଡିସେମ୍ବର ୩ ତାରିଖରେ ଫଳାଫଳ ଘୋଷଣା କରାଯିବ । ତା ପୂର୍ବରୁ ବିଭିନ୍ନ ସଂସ୍ଥାମାନେ କେଉଁ ରାଜ୍ୟରେ କେଉଁ ରାଜନନୈତିକ ଦଳକୁ କେତେ ଆସନ ମିଳିବ ସେନେଇ ଆକଳନ କରିଛନ୍ତି । କିଛି ସମୟ ପରେ ଏହି ପୂର୍ବାନୁମାନ ବା ଏକ୍ସଜିଟ୍ ପୋଲ ଆସିବାକୁ ଯାଉଛି । ତା ପୂର୍ବରୁ ଆସନ୍ତୁ ଜାଣିବା କେଉଁ ରାଜ୍ୟରେ ମୋଦୀ ଓ ରାହୁଲଙ୍କର କେତେ ରହିଛି ଲୋକପ୍ରିୟତା ।
Kanak News is now on WhatsApp
Join and get latest news updates delivered to you via WhatsApp
ଦେଶରେ ଲୋକପ୍ରିୟତା
ନରେନ୍ଦ୍ର ମୋଦୀ
ବର୍ଷ ୨୦୧୪ ୨୦୧୯ ୨୦୨୩ (ଅନୁମାନ)
ଲୋକପ୍ରିୟତା ୩୫% ୪୫% ୪୩%
ଭୋଟ୍ ୩୧% ୩୭% ୩୯%
—
ରାହୁଲ ଗାନ୍ଧୀ
ବର୍ଷ ୨୦୧୪ ୨୦୧୯ ୨୦୨୩ (ଅନୁମାନ)
ଲୋକପ୍ରିୟତା ୧୪% ୨୪% ୨୭%
ଭୋଟ୍ ୧୯% ୨୦% ୨୯%
—
୪ ରାଜ୍ୟରେ ଲୋକପ୍ରିୟତା
ନରେନ୍ଦ୍ର ମୋଦୀ
ବର୍ଷ ୨୦୧୪ ୨୦୧୯
ମଧ୍ୟପ୍ରଦେଶ ୪୭% ୫୩%
ରାଜସ୍ଥାନ ୫୧% ୬୪%
ଛତିଶଗଡ଼ ୩୮% ୪୨%
ତେଲେଙ୍ଗାନା ୩୩% ୩୯%
—
୪ ରାଜ୍ୟରେ ଲୋକପ୍ରିୟତା
ରାହୁଲ ଗାନ୍ଧୀ
ବର୍ଷ ୨୦୧୪ ୨୦୧୯
ମଧ୍ୟପ୍ରଦେଶ ୨୨% ୩୫%
ରାଜସ୍ଥାନ ୨୩% ୧୮%
ଛତିଶଗଡ଼ ୧୩% ୨୭%
ତେଲେଙ୍ଗାନା ୧୯% ୨୫%