Browsing Category

ଦେଶ ବିଦେଶ

ଆମ ଖେଳାଳୀ ଭଲରେ ବିଶ୍ୱକପ୍ ବିଜୟୀ ହୋଇଥାନ୍ତେ, ହେଲେ ପନୌତି ହରାଇଦେଲା । ରାଜସ୍ଥାନରେ ରାହୁଲ ଗାନ୍ଧୀଙ୍କ ବୟାନ

କନକ ବ୍ୟୁରୋ : ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ଚାଲିଛି ଜୋରଦାର ପ୍ରଚାର । କଂଗ୍ରେସ ଓ ବିଜେପି ମଧ୍ୟରେ ଦେଖିବାକୁ ମିଳିଛି କଡା ଟକ୍କର । ଗୋଟିଏ ପଟେ ବିଜେପି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜସ୍ଥାନରେ ଡେରା ପକାଇଛନ୍ତି ତ ଅନ୍ୟପଟେ କଂଗ୍ରେସ ପ୍ରଚାରର ମଙ୍ଗ ଧରିଛନ୍ତି ଖୋଦ୍…
Read More...

ପୁଟିନ ବିଶ୍ୱର ବୃହତ୍ତମ କ୍ଷେପଣାସ୍ତ୍ର ସତାନ-୨ ପରୀକ୍ଷା କରିବାକୁ ଯାଉଛନ୍ତି । ନାଟୋ ଦେଶ ଭୟରେ ଥରିଲେଣି

ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସତାନ-୨ କ୍ଷେପଣାସ୍ତ୍ର ପରୀକ୍ଷା କରିବାକୁ ଯାଉଛନ୍ତି ।  ଯାହାକୁ ପାଶ୍ଚାତ୍ୟ ଦେଶମାନଙ୍କର ‘କାଳ’ ବୋଲି କୁହାଯାଏ । ଏହି କ୍ଷେପଣାସ୍ତ୍ରକୁ ହାଇପରସୋନିକ୍ ବେଗରେ ଆକ୍ରମଣ କରିବା ପାଇଁ ପରିକଳ୍ପନା କରାଯାଇଛି ।  ଏହି କ୍ଷେପଣାସ୍ତ୍ରର ଭୟ ଏତେ ଯେ…
Read More...

ଦୁଷ୍କର୍ମ ଅପରାଧୀ ରାମ ରହିମ ଚଳିତ ବର୍ଷ ତୃତୀୟ ଥର ପାଇଁ ଜେଲରୁ ବାହାରିଲେ । ୨୧ ଦିନିଆ ପାରୋଲ ଅନୁମତି ଦେଲେ ହରିଆଣା…

କନକ ବ୍ୟୁରୋ : ଦୁଷ୍କର୍ମ ଓ ହତ୍ୟା ଅପରାଧରେ ହରିଆଣାର ରୋହତକ ଜେଲରେ ସଜା କାଟୁଥିବା ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମକୁ ପୁଣିଥରେ ଜେଲରୁ ବାହାରିଛନ୍ତି । ଗୋଟିଏ ଦିନ ପୂର୍ବରୁ ହରିଆଣା ସରକାର ରାମ୍ ରହିମଙ୍କ ୨୧ ଦିନିଆ ପାରୋଲକୁ ଅନୁମତି ଦେଇଥିଲେ । ଆଜି ସେ ଜେଲରୁ…
Read More...

ବିଦେଶୀ ଫଣ୍ଡିଂ ଆଇନ ଉଲଙ୍ଘନ ମାମଲା । ଇଡି କହିଲା, ୯ ହଜାର କୋଟି ଟଙ୍କା ପୈଠ କରୁ ବାଇଜୁୁସ

କନକ ବ୍ୟୁରୋ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତରଫରୁ ଅନଲାଇନ୍ ଶିକ୍ଷା ପୋର୍ଟାଲ ବାଇଜୁସ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବାଇଜୁସ୍ ତରଫରୁ ବିଦେଶୀ ଫଣ୍ଡିଂ ଆଇନ ଉଲଙ୍ଘନ ମାମଲାରେ ବାଇଜୁସକୁ ୯ ହଜାର କୋଟି ଟଙ୍କା ପୈଠ କରିବାକୁ ଇଡି ତରଫରୁ ନିର୍ଦ୍ଦେଶ ଦିଆଯାଇଛି । ଚଳିତ…
Read More...

ଇସ୍ରାଏଲର ଦୁଇ ତରଫା ଆକ୍ରମଣ , ହମାସ ପରେ ଏବେ ହିଜବୁଲ୍ଲା ଉପରେ ଡ୍ରୋନ ଆଟାକ୍

ହମାସ ପରେ ଏବେ  ହିଜବୁଲ୍ଲା ବିରୋଧରେ ନିଜର କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରିଛି ଇସ୍ରାଏଲ । ଇସ୍ରାଏଲ-ହମାସ  ଯୁଦ୍ଧ ବିଗତ ୪୦ ଦିନରୁ ଉର୍ଦ୍ଧ ଧରି ଜାରି ରହିଛି । ହମାସ ସହ ଲେବାନନର ଆତଙ୍କବାଦୀ ସଂଗଠନ ହିଜବୁଲ୍ଲା ମଧ୍ୟ ଇସ୍ରାଏଲ ଉପରେ ମଝିରେ ମଝିରେ ରକେଟ ଏବଂ ଡ୍ରୋନ ଦ୍ଵାରା ଆକ୍ରମଣ…
Read More...

ରାଜସ୍ଥାନ ବିଧାନସଭା ନିର୍ବାଚନ କ୍ରମରେ କଂଗ୍ରେସ ଜାରିକଲା ଘୋଷଣାପତ୍ର । ୧୦ ଲକ୍ଷ ଚାକିରି, ୫୦ ଲକ୍ଷର ସ୍ୱାସ୍ଥ୍ୟବୀମା…

କନକ ବ୍ୟୁରୋ : ରାଜସ୍ଥାନରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ତରଫରୁ ଘୋଷଣାପତ୍ର ଜାରି କରାଯାଇଛି । କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ. ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍, କଂଗ୍ରେସ ରାଜସ୍ଥାନ ପ୍ରଭାରୀ ସୁଖଜିନ୍ଦର ସିଂ ରନ୍ଧବା, କଂଗ୍ରେସ…
Read More...

କୋଭିଡ୍ ଟିକାକରଣ ପାଇଁ ବଢୁଛି କି ଯୁବକଙ୍କ ଅକସ୍ମାତ ମୃତ୍ୟୁ? ଆଇସିଏମଆରର ରିପୋର୍ଟ କଲା ବଡ ଖୁଲାସା…

କନକ ବ୍ୟୁରୋ: କୋଭିଡ୍ ଟୀକା କାରଣରୁ ଦେଶରେ ବଢୁଛି କି ଯୁବକମାନଙ୍କର ଅକସ୍ମାତ ମୃତ୍ୟୁ? ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ ବା ଆଇସିଏମଆରର ଏକ ଗବେଷଣାରୁ ଏମିତି କିଛି ତଥ୍ୟ ଆସିଛି, ଯାହା ଆପଣଙ୍କୁ ଜାଣିରଖିବା ନିହାତି ଆବଶ୍ୟକ । କୋଭିଡ୍ ଟିକାକରଣ ହେବା ପରଠାରୁ ଦେଶରେ…
Read More...

ଚୀନ ରାଷ୍ଟ୍ରପତି ଜିନପିଙ୍ଗଙ୍କ ସହ ରାତ୍ରଭୋଜନରେ ଯୋଗଦେଇ ଚର୍ଚ୍ଚାରେ ଥିବା କିଏ ଏହି ଭାରତୀୟ  ?

ଆମେରିକା-ଚୀନ୍ ବ୍ୟବସାୟ ପରିଷଦ ଏବଂ ଆମେରିକା-ଚୀନ୍ ସମ୍ପର୍କ ଉପରେ ଜାତୀୟ କମିଟି ଦ୍ୱାରା ନଭେମ୍ବର ୧୫ ରେ ସାନ ଫ୍ରାନ୍ସିସ୍କୋରେ ଏକ ବିଶାଳ ରାତ୍ରୀ ଭୋଜନ ଆୟୋଜିତ ହୋଇଥିଲା । ଏହି ରାତ୍ରଭୋଜନରେ ଯୋଗଦେଇ ଜଣେ ଭାରତୀୟ ବଂଶୋଦ୍ଭବ ଏବେ ଖୁବ ଚର୍ଚ୍ଚାରେ ଅଛନ୍ତି । ଚୀନ୍ ରାଷ୍ଟ୍ରପତି ସି…
Read More...

ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିରରେ ରାମ ଲାଲାଙ୍କ ହେବ ପ୍ରାଣ ପ୍ରତିଷ୍ଠା । ପୂଜକ ହେବା ପାଇଁ ତିନି ହଜାର…

କନକ ବ୍ୟୁରୋ : ଅଯୋଧ୍ୟା ରାମମନ୍ଦିରର ପୂଜକ ହେବା ପାଇଁ ଲୋକଙ୍କ ଭିତରେ ପ୍ରବଳ ଆଗ୍ରହ । କିଛି ଦିନ ତଳେ ଆମେ ଆପଣଙ୍କୁ ଦେଖାଇଥିଲୁ, କିଭଳି ରାମ ମନ୍ଦିର ପୂଜକ ଚାକିରି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ବିଜ୍ଞପ୍ତି ପରେ ୩ହଜାରରୁ ଅଧିକ ଆବେଦନ ଆସିଛି ।…
Read More...

ତୁର୍କୀରୁ ଭାରତ ଆସୁଥିବା ମାଲବାହୀ ଜାହଜ ହାଇଜାକ । ସାମ୍ନାକୁ ଆସିଲା ଭିଡିଓ

କନକ ବ୍ୟୁରୋ : ତୁର୍କୀରୁ ଭାରତ ଆସୁଥିବା ମାଲବାହୀ ଜାହଜକୁ ହାଇଜାକ କରିନେଇଛନ୍ତି ୟେମେନ ହାଉଥି ମିଲିଟାଂଟ ଗ୍ରୁପ । ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି । ହାମସ-ଇସ୍ରାଏଲ ଯୁଦ୍ଧ ଯୋଗୁ ଏହି କାର୍ଗୋ ସିପକୁ ବଳପୁର୍ବକ ନିଜ ଅକ୍ତିଆରକୁ ନେଇଛି ୟେମେନ ହାଉଦି ମିଲିଟାଂଟ ଗ୍ରୁପ । ଯାହାର…
Read More...