Browsing Category

ଦେଶ ବିଦେଶ

ଟ୍ରମ୍ପ ଯିବେ, ବାଇଡେନ୍ ଆସିବେ । ନୂଆ ରାଷ୍ଟ୍ରପତି ଅପେକ୍ଷାରେ ଆମେରିକା । ଆଉ କିଛି ସମୟ ପରେ ଶପଥ ନେବେ ଜୋ ବାଇଡେନ୍…

କନକ ବ୍ୟୁରୋ : ସୁପର ପାୱାର ଆମେରିକାରେ ଆଜି ହେବ କ୍ଷମତାର ପଟ୍ଟ ପରିବର୍ତନ । ଦେଶର ୪୬ତମ ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବେ ଜୋ-ବାଇଡେନ୍ । ଭାରତୀୟ ବଂଶୋଦ୍ଭବ କମଲା ହାରିସ ଆମେରିକାର ପ୍ରଥମ କୃଷ୍ଣକାୟ ଓ ମହିଳା ଉପରାଷ୍ଟ୍ରପତି ଭାବେ ମଧ୍ୟ ଶପଥ ନେବେ । ବିଶ୍ୱ ମହାମାରୀ କରୋନା ଏବଂ…
Read More...

ଚାଟିଂ ସହ ଜମିବ ସପିଂ । ଫିଲ୍ପକାର୍ଟ ଓ ଆମାଜନ୍ ଭଳି ଏଣିକି ହ୍ୱାଟ୍ସଆପରେ ମଧ୍ୟ ଆପଣଙ୍କ ମନ ପସନ୍ଦର ସାମଗ୍ରୀ…

କନକ ବ୍ୟୁରୋ : ଆଜିକାଲି ସମସ୍ତଙ୍କ ପାଖରେ ସ୍ମାର୍ଟଫୋନଟିଏ ନିହାତି ରହୁଛି । ଆଉ ସ୍ମାର୍ଟଫୋନ୍ ଅଛି ମାନେ ହ୍ୱାଟ୍ସଆପ୍ ବି ନିହାତି ଥିବ । ଏହି ମେସେଜିଙ୍ଗ ଆପରେ ଆପଣ ବିଶେଷ କରି ଚାଟିଂ କରିଥାନ୍ତି । ମୋଟାମୋଟି ଭାବେ କହିବାକୁ ଗଲେ ଆଜିର ଦିନରେ ହ୍ୱାଟ୍ସଆପ୍, ଯୋଗାଯୋଗର ଏକ ମାଧ୍ୟମ…
Read More...

ପଦ ଛାଡିବା ପୂର୍ବରୁ ଟ୍ରମ୍ପଙ୍କ ବଡ ନିଷ୍ପତ୍ତି । ୭୩ ଜଣ ଦୋଷୀଙ୍କୁ ଦେଲେ କ୍ଷମା । ୭୦ ଜଣଙ୍କ ଦଣ୍ଡ କଲେ କୋହଳ

କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ପଦ ଛାଡିବାର କେଇ ଘଣ୍ଟା ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ସେ ରାଷ୍ଟ୍ରପତି କ୍ଷମତାର ଉପଯୋଗ କରି ୭୩ ଜଣ ଦୋଷୀଙ୍କ ଦଣ୍ଡକୁ କ୍ଷମା କରିଦେଇଥିବାବେଳେ ୭୦ ଜଣ ଦୋଷୀଙ୍କର ଦଣ୍ଡକୁ କମାଇ ଦେଇଛନ୍ତି । ଏହା ଭିତରେ ଟ୍ରମ୍ପଙ୍କ କେତେକ…
Read More...

ଅସ୍ଥାୟୀ ଭାବେ ବନ୍ଦ ହେଲା କଙ୍ଗନାଙ୍କ ଟ୍ୱିଟର ଆକାଉଣ୍ଟ । ତାଣ୍ଡବ ୱେବସିରିଜକୁ ନେଇ ଆଣିଥିଲେ ଅଭିଯୋଗ

କନକ ବ୍ୟୁରୋ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ୍ ସୋସିଆଲ୍ ମିଡିଆରେ ସବୁବେଳେ ଆକ୍ଟିଭ୍ ରହିବା କଥା ସମସ୍ତଙ୍କୁ ଜଣା । ବିଭିନ୍ନ ସମୟରେ ତାଙ୍କ ବିଭିନ୍ନ ଟ୍ୱିଟକୁ ନେଇ ମଧ୍ୟ ଝଡ ସୃଷ୍ଟି ହୋଇଥାଏ । ହେଲେ ବୁଧବାର ତାଙ୍କ ନିଜର ଟ୍ୱିଟର ଆକାଉଣ୍ଟ ଅସ୍ଥାୟୀ ଭାବେ ବନ୍ଦ ହୋଇଯିବା ଘଟଣା ଏବେ…
Read More...

ଚେନ୍ନାଇ ସୁପର କିଙ୍ଗସକୁ ଅଲବିଦା କହିଲେ ଭଜି : ଟ୍ୱିଟ୍ କରି ସିଏସକେକୁ ଜଣାଇଲେ ଧନ୍ୟବାଦ

କନକ ବ୍ୟୁରୋ : ଆଇପିଏଲର ଆଗାମୀ ସିଜିନ ପାଇଁ ମିନି ନିଲାମ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସ ସହ କ୍ରିକେଟ୍ ସଫର୍ ଶେଷ କରିଛନ୍ତି ଭେଟେରାନ୍ ଅଫ୍ ସ୍ପିନର ହରଭଜନ ସିଂହ । ଏନେଇ ସେ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି । ଟ୍ୱିଟରେ ସେ ଲେଖିଛନ୍ତି, ସେ ଚେନ୍ନାଇ ସୁପର…
Read More...

ଭିସା ନିୟମ କୋହଳ କରିବେ ବାଇଡ଼େନ୍ : ଆମେରିକାରେ ଥିବା ଭାରତୀୟଙ୍କୁ ମିଳିବ ଫାଇଦା

କନକ ବ୍ୟୁରୋ : ସୁପର ପାୱାର ଆମେରିକାରେ ଆଜି ହେବ କ୍ଷମତାର ପଟ୍ଟ ପରିବର୍ତ୍ତନ । ଦେଶର ୪୬ତମ ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବେ ଜୋ ବାଇଡେନ୍ । ଆମେରିକାର ଶାସନ ଭାର ନିଜ ହାତକୁ ନେବା ପରେ ବାଇଡେନ୍ କେଉଁ ସବୁ ପଦକ୍ଷେପ ନେବେ ତାହା ଉପରେ ସମସ୍ତଙ୍କ ନଜର ରହିଛି । ଭିସା ନିୟମ କୋହଳ କରିବେ…
Read More...

ପଶ୍ଚିମବଙ୍ଗରେ ଜଳପାଇଗୁଡିରେ ମର୍ମନ୍ତୁଦ ଦୁର୍ଘଟଣା : ଦୁର୍ଘଟଣାରେ ୧୩ଜଣଙ୍କ ମୃତ୍ୟୁ, ୧୮ ଗୁରୁତର; ଗୁରୁତରଙ୍କୁ…

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ଜଳପାଇଗୁଡିରେ ମର୍ମନ୍ତୁଦ ଦୁର୍ଘଟଣା । କୁହୁଡ଼ିଜନିତ ଦୃଶ୍ୟତା ହ୍ରାସ କାରଣରୁ ବିଳମ୍ବିତ ରାତିରେ  ଦୁର୍ଘଟଣା ଘଟି ୧୩ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ୧୮ଜଣ ଆହତ ହୋଇଛନ୍ତି । ଚିକିତ୍ସା ନିମନ୍ତେ ଆହତମାନଙ୍କୁ ଡାକ୍ତରଖାନାକୁ ନିଆଯାଇଛି । ମୃତ…
Read More...

ଆମେରିକାରେ ଆରମ୍ଭ ଜୋ ବାଇଡେନ୍ ଶାସନ : ୧୦ଦିନରେ ୪ ବଡ ସଙ୍କଟର ହେବ ସମାଧାନ

କନକ ବ୍ୟୁରୋ : ବାଇଡେନଙ୍କ ଶପଥ ସମାରୋହ ସହ, ଆମେରିକାରେ ଶେଷ ହୋଇଯିବ ଟ୍ରମ୍ପ ଯୁଗ । ହେଲେ ଏକ ଏମିତି ସମୟରେ ଆମେରିକାର ଦାୟିତ୍ୱ ଭାର ସମ୍ଭାଳିବେ ବାଇଡେନ୍, ଯେତେବେଳେ କରୋନା ମହାମାରୀ ଦେଶକୁ କଲବଲ କରୁଛି । ଅର୍ଥନୀତି ଦୁର୍ବଳ ହୋଇ ପଡିଥିବାବେଳେ ଲୋକେ ରୋଜଗାର ହରାଇଛନ୍ତି । ତେଣୁ…
Read More...

ଜାଣନ୍ତୁ ବାଇଡ଼େନଙ୍କ ହାତକୁ ଶାସନ ଭାର ଗଲେ କେମିତି ରହିବ ଭାରତ-ଆମେରିକା ସମ୍ପର୍କ ? ପୂର୍ବରୁ ଟ୍ରମ୍ପ୍ ଶାସନରେ…

କନକ ବ୍ୟୁରୋ : ଆମେରିକାରେ ବାଇଡେନ୍ ଶାସନ ଆରମ୍ଭ ହେବାପରେ ଭାରତ ସହିତ କିଭଳି ସଂପର୍କ ରହିବ, ତାକୁ ନେଇ ପ୍ରଶ୍ନ ଉଠୁଛି । ଦ୍ୱିପାକ୍ଷିକ ବାଣିଜ୍ୟିକ ସଂପର୍କ, ଏଚ-୧ ବି ଭିସା, ଆମେରିକାରେ ଭାରତୀୟଙ୍କୁ ମିଳୁଥିବା ନିଯୁକ୍ତି, ପ୍ରତିରକ୍ଷା ସହଭାଗିତା, ପାକିସ୍ତାନକୁ ନେଇ ଆମେରିକାର…
Read More...

ହ୍ୱାଇଟ ହାଉସ ପ୍ରବେଶ ପୂର୍ବରୁ ବ୍ଲେୟାର ହାଉସରେ ରାତି କାଟିଲେ ବାଇଡେନ୍ : ଆଜି କ୍ୟାପିଟାଲ୍ ହିଲରେ ହେବ ଶପଥ ସମାରୋହ

କନକ ବ୍ୟୁରୋ : ହ୍ୱାଇଟ ହାଉସକୁ ପ୍ରବେଶ ପୂର୍ବରୁ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ଆମେରିକା ଫାଷ୍ଟଲେଡି ଡକ୍ଟର ଜିଲ ବାଇଡେନ୍ ବ୍ଲେୟାର ହାଉସରେ ରାତି ବିତାଇଛନ୍ତି । ବୁଧବାର ସକାଳୁ ବାଇଡେନ୍ ୱାସିଂଟନସ୍ଥିତ ସେଂଟ ମାଥ୍ୟୁସ ଚର୍ଚ୍ଚରେ ପ୍ରାର୍ଥନା କରିବେ । ଏଠାରେ…
Read More...