Browsing Category

ଦେଶ ବିଦେଶ

ଭୋଟ ଗଣତି ପୂର୍ବରୁ ଆସିଲା ‘ଜନ୍ କି ବାତ୍’ ର ପୂର୍ବାନୁମାନ ରିପୋର୍ଟ । ଜାଣନ୍ତୁ ରାଜସ୍ଥାନରେ କିଏ ଗଢିପାରେ ସରକାର

କନକ ବ୍ୟୁରୋ : ୫ଟି ରାଜ୍ୟରେ ବିଧାନସଭା ପାଇଁ ଭୋଟ ଗ୍ରହଣ ସରିଛି । ୩ ତାରିଖରେ ଆସିବାକୁ ଯାଉଛି ନିର୍ବାଚନ ଫଳାଫଳ । ତା ପୂର୍ବରୁ କିଛି ସର୍ଭେ ସଂସ୍ଥା ସେମାନଙ୍କର ଆଗୁଆ ଆକଳନ ରିପୋର୍ଟ ପ୍ରକାଶ କରିଛନ୍ତି । ମଧ୍ୟପ୍ରଦେଶ ଓ ଛତିଶଗଡରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ…
Read More...

୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ପୂର୍ବରୁ ଆସିବାକୁ ଯାଉଛି ପୂର୍ବ ଆକଳନ । ତା ପୂର୍ବରୁ ଜାଣନ୍ତୁ କେଉଁ ରାଜ୍ୟରେ…

କନକ ବ୍ୟୁରୋ : ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହୋଇଛି । ଡିସେମ୍ବର ୩ ତାରିଖରେ ଫଳାଫଳ ଘୋଷଣା କରାଯିବ । ତା ପୂର୍ବରୁ ବିଭିନ୍ନ ସଂସ୍ଥାମାନେ କେଉଁ ରାଜ୍ୟରେ କେଉଁ ରାଜନନୈତିକ ଦଳକୁ କେତେ ଆସନ ମିଳିବ ସେନେଇ ଆକଳନ କରିଛନ୍ତି । କିଛି ସମୟ ପରେ ଏହି ପୂର୍ବାନୁମାନ ବା ଏକ୍ସଜିଟ୍…
Read More...

ଦୁବାଇରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ ‘COP 28’’

ଆଜିଠାରୁ ସଂଯୁକ୍ତ ଆରବ ଏମିରେଟ୍ସର ଦୁବାଇ ସହରରେ ଜଳବାୟୁ ପରିବର୍ତ୍ତନ ଉପରେ ଆଲୋଚନା ‘COP 28’ ଆରମ୍ଭ ହୋଇଛି । ଏହି ସମୟରେ, ନିକଟରେ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡିଛି ଯେ ଜଳବାୟୁ ପରିବର୍ତ୍ତନ ହେତୁ ସାଉଦି ଆରବ ଏବଂ ୟୁଏଇ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି । ତାପମାତ୍ରା…
Read More...

ବଢିବ ଭାରତୀୟ ବାୟୁସେନାର ଶକ୍ତି । ୯୭ଟି ତେଜସ୍ ଓ ୧୫୬ଟି ପ୍ରଚଣ୍ଡ ହେଲିକପ୍ଟର କ୍ରୟକୁ ମଞ୍ଜୁରୀ ପ୍ରଦାନ କଲା ରକ୍ଷା…

କନକ ବ୍ୟୁରୋ : ରକ୍ଷା ଅଧିଗ୍ରହଣ ପରିଷଦର ଏକ ବଡ ନିଷ୍ପତ୍ତି ନେବା କ୍ରମରେ ୯୭ଟି ତେଜସ ଫାଇଟର ଜେଟ୍ ଓ ୧୫୬ଟି ପ୍ରଚଣ୍ଡ ହେଲିକପ୍ଟର କିଣାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହାର ମୋଟ ମୂଲ୍ୟ ୧୦ ହଜାର କୋଟି ଟଙ୍କା ରହିଛି । ଏହାସହ ଅନ୍ୟ କିଛି ପ୍ରତିରକ୍ଷା ସାମଗ୍ରୀ କିଣାକୁ ମଧ୍ୟ ମଞ୍ଜୁରୀ…
Read More...

ରାଜ୍ୟସଭାରେ ସାଂସଦମାନେ ଲଗାଇ ପାରିବେ ନାହିଁ ନାରା । ପତାକା ଉଡାଇବା ଉପରେ ପ୍ରତିବନ୍ଧକ, ଜାଣନ୍ତୁ କ’ଣ ଆସିଛି ନୂଆ…

କନକ ବ୍ୟୁରୋ : ଡିସେମ୍ବର ୪ ତାରିଖରୁ ସଂସଦରେ ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବରୁ ରାଜ୍ୟସଭା ସାଂସଦଙ୍କ ପାଇଁ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହି ନିର୍ଦ୍ଦେଶନାମାରେ ଲେଖାଯାଇଛି କି, ସଂସଦରେ ଯେଉଁ ବିଷୟ ଉପରେ ଆଲୋଚନା ହେବ ତାହା ପବ୍ଲିସିଟି କରାଯାଇପାରିବ…
Read More...

ଭାରତୀୟ କ୍ରିକେଟ ଟିମର କୋଚ୍ ରାହୁଲ ଦ୍ରାବିଡଙ୍କୁ ମାସିକ କେତେ ଟଙ୍କା ମିଳୁଛି ଦରମା । ଜାଣନ୍ତୁ ଭାରତୀୟ ଟିମ୍ ସହ…

କନକ ବ୍ୟୁରୋ : ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି । ଏହା ପୂର୍ବରୁ ଖବର ଆସୁଥିଲା କି, ରାହୁଲ ଦ୍ରାବିଡ ଓ ବିସିସିଆଇ ସହିିତ ହୋଇଥିବା ଚୁକ୍ତିର ଅବଧି ଆଉ ବୃଦ୍ଧି କରିବାକୁ ଇଚ୍ଛୁକ ନଥିଲେ । ବିସିସିଆଇ ଏହା ଉପରେ କିଛି ବୟାନ ଦେଇନାହିଁ…
Read More...

ଆୟୁର୍ବେଦିକ ସିରଫ ହେଲା କାଳ । ମିଥାଇଲ ଯୁକ୍ତ ସିରପ ପାନକରି ୫ ମୃତ, ୨ ଗୁରୁତର

କନକ ବ୍ୟୁରୋ : ମଦ ନିଷେଧ ଥିବା ଗୁଜରାଟ ରାଜ୍ୟରେ ମଦମୃତ୍ୟୁ ଖବର ଆସିଛି । ମିଥାଇଲ ଯୁକ୍ତ ଆଲକହଲ ସିରପ ପିଇବା ଦ୍ୱାରା ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି । ଏନେଇ ଗୁଜରାଟ ପୋଲିସ ତରଫରୁ ସୂଚନା ଦିଆଯାଇଛି । ଗୁଜରାଟର ଖେଡା ଜିଲ୍ଲାରେ ଏହି ବିଶାକ୍ତ…
Read More...

ଯଦି ………… ମୋ ବାପାଙ୍କୁ ହତ୍ୟା କରିଦେବ । ଏମିତି କହିଲେ ହମାସ କମାଣ୍ଡରର ପୁଅ

ଯଦି ସ୍ଥିର ହୋଇଥିବା ସମୟସୀମା ଭିତରେ ସବୁ ବନ୍ଧକ ମାନଙ୍କୁ ମୁକ୍ତ ନ କରନ୍ତି ତେବେ ମୋ ପିତାଙ୍କ ସମେତ ହମାସର ସମସ୍ତ ନେତା ମାନଙ୍କୁ ହତ୍ୟା କରିଦେବ ଉଚିତ । ଏପରି ଏକ ବିବାଦୀୟ ବୟାନ ଦେଇଛନ୍ତି ହମାସର ଜଣେ କମାଣ୍ଡରଙ୍କ ପୁଅ । ହାମାସର ସହ-ପ୍ରତିଷ୍ଠାତା ଶେଖ ହାସନ ୟୁସୁଫଙ୍କ…
Read More...

ସୁରଟ କେମିକାଲ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ । ଜିଅନ୍ତା ଜଳି ପାଉଁଶ ହୋଇଗଲେ ୭ ଶ୍ରମିକ ।୨୦ ଆହତଙ୍କ ଚାଲିଛି…

କନକ ବ୍ୟୁରୋ: ଗୁଜରାଟ, ସୁରଟ ସ୍ଥିତ କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ । ମଙ୍ଗଳବାର ବିଳମ୍ବତ ରାତିରେ କାରଖାନାରେ ବ୍ଲାଷ୍ଟ ହୋଇ ଅଗ୍ନିକାଣ୍ଡ ଘଟିବାରୁ ଜିଅନ୍ତା ଜଳିଗଲେ ୭ କର୍ମଚାରୀ । ଏନେଇ ଆଜି ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ୨୦ ଜଣ ଶ୍ରମିକ ଆହତ ହୋଇଛନ୍ତି । ଏମାନଙ୍କ…
Read More...

ମାତ୍ର ସପ୍ତାହକ ମଧ୍ୟରେ ନରମିଗଲା ତାଲିବାନର ସ୍ବର । ବଦଳେଇବାକୁ ପଡିଲା ଭାରତ ବିରୋଧୀ ନିଷ୍ପତି ।

ଏକ ସପ୍ତାହ ପୂର୍ବରୁ ଆଫଗାନିସ୍ତାନ ଭାରତରେ ଥିବା ଏହାର ଦୂତାବାସକୁ ସ୍ଥାୟୀ ବନ୍ଦ କରିବାକୁ ଘୋଷଣା କରିଥିଲା । ମାତ୍ର ଅଳ୍ପ କିଛି ଦିନ ପରେ ତାଙ୍କର ନିଷ୍ପତ୍ତି ବଦଳିଗଲା । ଆଫଗାନିସ୍ତାନ ପୁଣିଥରେ ଭାରତରେ ନିଜର ଦୂତାବାସ ଖୋଲିବାକୁ ଘୋଷଣା କରିଛି । ଆଫଗାନିସ୍ତାନ ପୁଣିଥରେ ଭାରତରେ…
Read More...