Browsing Category

ଦେଶ ବିଦେଶ

ଡିସେମ୍ବର ପହିଲାରୁ ବଦଳି ଯିବ ସିମ୍ କିଣିବା ନିୟମ । ନକଲି ଫୋନକଲ ରୋକିବାକୁ ସରକାର ନେବାକୁ ଯାଉଛନ୍ତି ବଡ ପଦକ୍ଷେପ

କନକ ବ୍ୟୁରୋ : ଡିସେମ୍ବର ପହିଲାରୁ ସରକାର ସିମ୍ କିଣିବା ନିୟମ ଉପରେ ପରିବର୍ତ୍ତନ କରିବକୁ ଯାଉଛନ୍ତି । ଏହି ନିମୟ ଅକ୍ଟୋବର ପହିଲାରୁ ଲାଗୁ ହେବାର ଥିଲା । ହେଲେ ସରକାର ଏହାକୁ ୨ ମାସ ବୃଦ୍ଧି କରିଥିଲେ । ଯଦି ଆପଣ ସିମ୍ ଡିଲର ବା ସିମ୍ କାର୍ଡ କିଣିବାକୁ ଯାଉଛନ୍ତି ତେବେ ଆପଣଙ୍କୁ ଏହି ନୂଆ…
Read More...

ପ୍ରତାରିତ କଲା ପାକିସ୍ତାନୀ ପ୍ରେମିକ ! ୫ ମାସ ପରେ ଭାରତ ଫେରିଲେ ଅଞ୍ଜୁ

କନକ ବ୍ୟୁରୋ : ଦୀର୍ଘ ୫ମାସ ପରେ ଭାରତ ଫେରିଛନ୍ତି ପାକିସ୍ତାନ ଚାଲିଯାଇଥିବା ଅଞ୍ଜୁ । ବିବାହିତା ମହିଳା ଅଞ୍ଜୁ ଜଣେ ପାକିସ୍ତାନ ନାଗରିକଙ୍କ ପ୍ରେମରେ ପଡି ଭାରତ ଛାଡି ପାକିସ୍ତାନ ପଳାଇ ଯାଇଥିଲା । ସେଠାରେ ସେ ପାକିସ୍ତାନୀ ନାଗରିକ ନସୁରୁଲ୍ଲାହଙ୍କୁ ବିବାହ କରିଥିଲେ । ଏହି ବିବାହ ଓ ତା…
Read More...

ଫିଲ୍ମ ସୁଟିଂ ପାଇଁ ଯେତେବେଳେ କରିବାକୁ ପଡେ ପୁରା ଟ୍ରେନ୍ ବୁକିଂ । ଜାଣନ୍ତୁ ଦେବାକୁ ପଡିଥାଏ କେତେ ଟଙ୍କା

କନକ ବ୍ୟୁରୋ : ବଲିଉଡ ସିନେମାରେ ଅନେକ ସମୟରେ ଦେଖିବାକୁ ମିଳିଥାଏ କି ଫିଲ୍ମର ଅନେକ ସିନ୍ ଟ୍ରେନ ଭିତରେ ସୁଟିଂ କରାଯାଇଥାଏ । ଅନେକ ସମୟରେ ଏହା ନକଲି ଟ୍ରେନରେ କରାଯାଇଥାଏ । ହେଲେ ଅନେକ ସମୟରେ ପ୍ରଯୋଜକମାନେ ସିନେମାକୁ ବାସ୍ତବଧର୍ମୀ କରିବାକୁ ଟ୍ରେନକୁ ପୁରା ବୁକିଂ କରିଥାନ୍ତି । ଯଦି…
Read More...

କେନ୍ଦ୍ର କ୍ୟାବିନେଟର ବଡ଼ ନିଷ୍ପତ୍ତି । ଆହୁରି ୫ ବର୍ଷ ମାଗଣା ଚାଉଳ ପାଇବେ ହିତାଧିକାରୀ । ଉପକୃତ ହେବେ ୮୧ କୋଟି ଗରିବ…

କନକ ବ୍ୟୁରୋ: କେନ୍ଦ୍ର ସରକାର ଦେଶର ୮୧ କୋଟି ଗରିବ ପରିବାରକୁ ଖୁସି ଖବର ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବା ପିଏମଜିକେଏୱାଇ ଯୋଜନା ଅବଧିକୁ ଆହୁରି ୫ ବର୍ଷ ବଢାଇ ଦେଇଛନ୍ତି । ଅର୍ଥାତ୍ ଆହୁରି ୫ ବର୍ଷ ଯାଏଁ କେନ୍ଦ୍ର ସରକାର ୮୧ କୋଟି ୩୧ ଲକ୍ଷ ଗରିବ ପରିବାରକୁ…
Read More...

ଆମେରିକା ଦୂତାବାସର ରେକର୍ଡ । ବର୍ଷେ ଭିତରେ ୧୪୦,୦୦୦ ରୁ ଅଧିକ ଭାରତୀୟ ଛାତ୍ରଙ୍କୁ ଦେଲା ଭିସା

ଭାରତରେ ଥିବା ଆମେରିକାର ବାଣିଜ୍ୟ ଦୂତାବାସ ଏକ ବିବୃତ୍ତିରେ କହିଛି ଯେ ଗତ ବର୍ଷ ୧.୨ ମିଲିୟନରୁ ଅଧିକ ଭାରତୀୟ ଆମେରିକା ଗସ୍ତ କରିଥିଲେ । ଯାହା ପୃଥିବୀର  ସବୁଠାରୁ ବଡ଼ ଭ୍ରମଣ ରେକର୍ଡ ଅଟେ । ବିବୃତ୍ତିରେ କୁହାଯାଇଛି ଯେ ବର୍ତ୍ତମାନ ବିଶ୍ବର ସମସ୍ତ ଭିସା ଆବେଦନକାରୀଙ୍କ ମଧ୍ୟରୁ ୧୦…
Read More...

ମହିଳାଙ୍କୁ ଦିଆଯିବ ଡ୍ରୋନ ଟ୍ରେନିଂ, ଗରିବଙ୍କ ପାଇଁ ଆଉ ୫ ବର୍ଷ ମାଗଣା ରାସନ । ଜାଣନ୍ତୁ ଭାରତ ସରକାରଙ୍କ କ୍ୟାବିନେଟର…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍୍ର କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି । ଏହି କ୍ରମରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଗରିବ କଲ୍ୟାଣ ଅର୍ଣ୍ଣ ଯୋଜନାରେ ଗରିବ ଲୋକଙ୍କୁ ମିଳୁଥିବା ମାଗଣା ରାସନ ଆଉ ୫ ବର୍ଷ ଦିଆଯିବ ବୋଲି ନିଷ୍ପତ୍ତି…
Read More...

କେମିତି ଥିଲା ଟନେଲ ଭିତରର ସ୍ଥିତି: କନକ ନ୍ୟୁଜ କାହାଣୀ ବଖାଣିଲେ ଉଦ୍ଧାର ଓଡ଼ିଆ ଶ୍ରମିକ ବିଶେଶ୍ୱର

କନକ ବ୍ୟୁରୋ: ଟନେଲରୁ ଉଦ୍ଧାର ପରେ ୧୭ ଦିନର କାହାଣୀ ବଖାଣିଛନ୍ତି ଓଡିଆ ଶ୍ରମିକ । ସମସ୍ତେ ଭଲରେ ଥିବା ନେଇ କନକ ନ୍ୟୁଜ୍କୁ ସୂଚନା ଦେଇଛନ୍ତି ଉଦ୍ଧାର ଓଡ଼ିଆ ଶ୍ରମିକ ବିଶେଶ୍ୱର । ଭଗବାନଙ୍କ ଭରସାରେ ଥିବା କହିଛନ୍ତି ବିଶେଶ୍ୱର । ଟନେଲ ଭିତରେ ଭାଇ ଭାଇ ଭଳି ରହୁଥିବା ସେ କହିଛନ୍ତି । ଏକାଠି…
Read More...

ଦକ୍ଷିଣ ଆଫ୍ରିକା ଖଣି ଦୁର୍ଘଟଣା । ୬୫୦ ଫୁଟ ଉପରୁ ଖସି ପଡିଲା ଲିଫ୍ଟ । ୧୧ ଜଣଙ୍କର ମୃତ୍ଯୁ  

ଗତକାଲି ଭାରତରେ ୧୭ ଦିନ  ଧରି ସୁଡଙ୍ଗ  ଭିତରେ ଫସି ରହିଥିବା ୪୧ ଜଣ ଶ୍ରମବୀରଙ୍କୁ ଉଦ୍ଧାର କରାଯାଇଛି । ଠିକ ଏହି ସମୟରେ ପୃଥିବୀର ଅନ୍ୟ ଏକ ପାର୍ଶ୍ୱରୁ ପ୍ରାୟ ସେହିପ୍ରକାର ଏକ ଦୁଃଖଦ ଖବର ସାମନାକୁ ଆସିଛି । ଦକ୍ଷିଣ ଆଫ୍ରିକାର ଏକ ପ୍ଲାଟିନମ୍ ଖଣିରେ ଏକ ବଡ଼ଧରଣର  ଦୁର୍ଘଟଣା…
Read More...

ଫ୍ଲାଇଟରେ ସ୍ବାମୀ ସ୍ତ୍ରୀ ଝଗଡା । କରିବାକୁ ପଡିଲା ଇମରଜେନ୍ସି ଲ୍ୟାଣ୍ଡିଂ

ଆଜିକାଲି ଫ୍ଲାଇଟରେ ଅଭଦ୍ର ବ୍ୟବହାର , ମାରପିଟ ପରି ଘଟଣା ପ୍ରାୟତଃ ଦେଖିବାକୁ ମିଳୁଛି । ଏପରିକି ମଦ ନିଶାରେ ସହ ଯାତ୍ରୀଙ୍କ ଉପରେ ପରିଶ୍ରା କରିଦେଲା ଭଳି ଘଟଣା ନିକଟ ଅତୀତରେ ଘଟିଥିବାର ନଜରକୁ ଆସିଥିଲା । ଏସବୁ ଘଟଣା ତ ଅପରିଚିତ ବ୍ଯକ୍ତି ମାନଙ୍କ ମଧ୍ୟରେ ଘଟିଥାଏ । ଆପଣ ଜାଣି…
Read More...

ଟନେଲ ଭିତରେ କେମିତି କଟୁଥିଲା ଶ୍ରମିକଙ୍କ ଦିନ । ସାମ୍ନାକୁ ଆସିଲା ସେହି ସମୟର କିଛି ଫଟୋ

କନକ ବ୍ୟୁରୋ : ୧୭ ଦିନର ସଂଘର୍ଷ ପରେ ଶେଷରେ ଟନେଲ ଭିତରୁ ଉଦ୍ଧାର ହୋଇଛନ୍ତି ୪୧ ଶ୍ରମିକ । ଗତ ନଭେମ୍ବର ୧୨ତାରିଖରୁ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ । ପାଖାପାଖି ୪୦୦ଘଣ୍ଟାର ଏହି ଅପରେସନରେ ଅନେକ ବାଧା ବିଘ୍ନ ସାମ୍ନାକୁ ଆସିଥିଲା । ତଥାବି ହାର ମାନିନଥିଲେ ଉଦ୍ଧାରକାରୀ ଟିମ୍ । ଶେଷରେ…
Read More...