Browsing Category

ଦେଶ ବିଦେଶ

୨୦୨୪ ଆଇପିଏଲରେ ବି ଖେଳିବେ ଧୋନୀ: ପୁଣି ଦେଖିବାକୁ ମିଳିବ କ୍ୟାପଟେନ କୁଲଙ୍କ କମାଲ

କନକ ବ୍ୟୁରୋ: ଆଇପିଏଲ ୨୦୨୪କୁ ଆହୁରି ଅନେକ ଦିନ ବାକି । ହେଲେ ଏବେଠୁ ଆରମ୍ଭ ହୋଇଗଲାଣି ଖେଳାଳିଙ୍କ ରିଲିଜ ପ୍ରକ୍ରିୟା । ଏହାସହ ଡିସେମ୍ବର ମାସରେ ଖେଳାଳିଙ୍କ ନିଲାମ ପ୍ରକ୍ରିୟା ବି ଆରମ୍ଭ ହେବ । ତେବେ ଏହି ପ୍ରକ୍ରିୟା ଭିତରେ ଅନେକ ଫ୍ରାଞ୍ଚାଇଜ କିଛି ଖେଳାଳିଙ୍କୁ ରିଟେନ ରଖି ଅନ୍ୟ କିଛି…
Read More...

ଶ୍ରମିକଙ୍କ ଶୀଘ୍ର ଉଦ୍ଧାର ଖବର ପାଇବା ପରେ ଟନେଲ୍ ବାହାରେ ପରିଜନ: ଉଦ୍ଧାର ପରେ ଶ୍ରମିକଙ୍କ ସହ ଆମ୍ବୁଲାନ୍ସରେ…

କନକ ବ୍ୟୁରୋ: ଖୁବ୍ ଶୀଘ୍ର ଟନେଲରୁ ବାହାରିବେ ଶ୍ରମିକ । ଟନେଲ୍ରେ ଫସିଥିବା ୪୧ ଶ୍ରମିକଙ୍କ ପାଖରେ ପହଂଚିଲା ଏନଡିଆରଏଫ୍ ଟିମ୍ର ପାଇପ । ଏନଡିଆରଏଫ୍ ଟିମ୍ ପାଇପ୍ ଯୋଗେ ଶ୍ରମିକଙ୍କୁ ବାହାର କରିବେ । ରେସ୍କ୍ୟୁ ଟିମ୍ ଶ୍ରମିକଙ୍କ ପରିଜନଙ୍କୁ ସେମାନଙ୍କ ପୋଷାକ ଓ ବ୍ୟାଗ୍ ପ୍ରସ୍ତୁତ ରଖିବାକୁ…
Read More...

କେଉଁ ଟିମ୍ ପାଖରେ ଅଛି କେତେ ଟଙ୍କା? ଆଇପିଏଲ ମିନି ନିଲାମୀରେ କିଏ ହେବେ ଦାମୀ ଖେଳାଳୀ, କେଉଁ ଖେଳାଳୀଙ୍କ ଉପରେ ରହିବ…

କନକ ବ୍ୟୁରୋ : ଡିସେମ୍ବର ୧୯ରେ ଦୁବାଇରେ ହେବ ଆଇପିଏଲ ମିନି ନିଲାମୀ । ତେବେ ଏହି ମିନି ନିଲାମୀ ପୂର୍ବରୁ ଫ୍ରାଞ୍ଚାଇଜ ଗୁଡିକ ଅନେକ ଖେଳାଳୀଙ୍କୁ ରିଲିଜ କରିଥିବା ବେଳେ ଟ୍ରେଡ ମଧ୍ୟ ଶେଷ ହୋଇଛି । ଦୁବାଇରେ ହେବାକୁ ଥିବା ନିଲାମୀରେ ଅନେକ ଷ୍ଟାର ଖେଳାଳୀଙ୍କୁ ଦେଖିବାକୁ ମିଳିବ । ଖାସକରି…
Read More...

ଯୁଦ୍ଧ ସମୟରେ ଏଲନ ମସ୍କ କାହିଁକି ଗଲେ ଇସ୍ରାଏଲ ?

ଏଲନ୍ ମସ୍କ ଗାଜା ଷ୍ଟ୍ରିପ୍ ନିକଟସ୍ଥ  କିବୁଜ୍ ସହର ପରିଦର୍ଶନ କରିଥିଲେ ।  ଅକ୍ଟୋବର ୭ ରେ ହମାସ କିବୁଜ୍ ସହର ଉପରେ ଆକ୍ରମଣ କରିଥିଲା ।  ​​ଯେଉଁଥିରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିଲା । ମସ୍କଙ୍କ ଗସ୍ତ ସମ୍ପର୍କରେ ନେତାନ୍ୟାହୁ କହିଛନ୍ତି ଯେ ସେ କିବୁଜ୍ ରେ ହମାସ ଆତଙ୍କବାଦୀମାନଙ୍କ…
Read More...

ଉତରକାଶୀ ସିଲକ୍ୟାରା ଟନେଲରୁ ଶ୍ରମିକ ଉଦ୍ଧାରକୁ ଆଉ ଅଳ୍ପ ସମୟ: ସମସ୍ତ ପାଇପ ଖଞ୍ଜା ସରିଥିବା ଟ୍ୱିଟ କରି ସୂଚନା ଦେଲେ…

କନକ ବ୍ୟୁରୋ: ଖୁବ୍ ଶୀଘ୍ର ଟନେଲରୁ ବାହାରିବେ ଶ୍ରମିକ । ଟନେଲ୍ରେ ଫସିଥିବା ୪୧ ଶ୍ରମିକଙ୍କ ପାଖରେ ପହଂଚିଲା ଏନଡିଆରଏଫ୍ ଟିମ୍ର ପାଇପ । ଏନଡିଆରଏଫ୍ ଟିମ୍ ପାଇପ୍ ଯୋଗେ ଶ୍ରମିକଙ୍କୁ ବାହାର କରିବେ । ରେସ୍କ୍ୟୁ ଟିମ୍ ଶ୍ରମିକଙ୍କ ପରିଜନଙ୍କୁ ସେମାନଙ୍କ ପୋଷାକ ଓ ବ୍ୟାଗ୍ ପ୍ରସ୍ତୁତ ରଖିବାକୁ…
Read More...

ତୃତୀୟ ମ୍ୟାଚ ପୂର୍ବରୁ ୬ ଜଣ ଖେଳାଳୀଙ୍କୁ ସ୍ୱଦେଶ ପଠାଇଲା ଅଷ୍ଟ୍ରେଲିଆ । ସିରିଜ କବଜା କରିବା ଲକ୍ଷ୍ୟରେ ମୈଦାନକୁ…

କନକ ବ୍ୟୁରୋ : ଆଜି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟି-୨୦ ମ୍ୟାଚ୍ ଖେଳାଯିବ । ଭାରତ ଏହି ମ୍ୟାଚ୍ ଜିତି ସିରିଜ ବିଜୟ ଲକ୍ଷ୍ୟରେ ରହିଥିବା ବେଳେ ଅଷ୍ଟ୍ରେଲିଆ ପାଇଁ ସିରିଜ ବଞ୍ଚାଇ ରଖିବାକୁ ଏହା ଶେଷ ସୁଯୋଗ । ତେବେ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ପୂର୍ବରୁ ଅଷ୍ଟ୍ରେଲିଆ ଟିମ ବଡ…
Read More...

ଭାରତର ଟି -90 ଏବଂ ଅର୍ଜୁନ ଟ୍ୟାଙ୍କକୁ ଡରିଗଲା ପାକିସ୍ଥାନ । ତୁର୍କୀରୁ ଆଣୁଛି ଟ୍ୟାଙ୍କ ବିଧ୍ଵଂସୀ କ୍ଷେପଣାସ୍ତ୍ର

ପାକିସ୍ତାନ ତୁର୍କୀରୁ ଆଣ୍ଟି-ଟ୍ୟାଙ୍କ ଗାଇଡ୍ ଅସ୍ତ୍ରଶସ୍ତ୍ର ସିଷ୍ଟମ (ATGW) କିଣୁଛି । ତୁର୍କୀ ଅସ୍ତ୍ରଶସ୍ତ୍ର ଉତ୍ପାଦନକାରୀ ରୋକେଟସନ କମ୍ପାନୀ ଠାରୁ ପାକିସ୍ତାନ ଏହି ଅସ୍ତ୍ରବ୍ୟବସ୍ଥା ପାଇବାକୁ ଯାଉଛି । ପାକିସ୍ତାନ ମଧ୍ୟ ରୋକେସନଙ୍କ ସହ ATGW ର ସହ-ଉତ୍ପାଦନ ଉପରେ ବିଚାର କରୁଛି । …
Read More...

ମହିଳା IASଙ୍କର ମଣ୍ଡଳ କାରାଗାରରେ ଅତର୍କିତ ଚଢଉ । ସାହାସକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ।

କନକ ବ୍ୟୁରୋ: ଉତ୍ତରପ୍ରଦେଶ ବାନ୍ଦା ଜିଲ୍ଲାର ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍ ଏବେ ଚର୍ଚ୍ଚାରେ । ଅଚାନକ ମଣ୍ଡଳକାରାଗାରରେ ଚଢଉ କରିଥିଲେ ଆଇଏଏସ୍ ଦୁର୍ଗାଶକ୍ତି ନାଗପାଲ । ସେଠାରେ ଜେଲରେ ଥିବା କୁଖ୍ୟାତ ମାଫିଆ ମୁଖତାର ଅନସାରୀର ସେଲ ଭିତରକୁ ଯାଇ ନିଜେ ତଲାସି କରିଥିଲେ । ଆଉ ଗୋଟିଏ କୋଣରେ…
Read More...

ଟନେଲରେ ଡ୍ରିଲିଂ କାମ ଶେଷ । ଶ୍ରମିକଙ୍କ ପାଖରେ ପହଞ୍ଚିଲା ପାଇପ୍ । ଟନେଲ ବାହାରେ ପହଞ୍ଚିଲା ଆମ୍ବୁଲାନ୍ସ, ଡାକ୍ତର…

କନକ ବ୍ୟୁରୋ: ଖୁବ୍ ଶୀଘ୍ର ଟନେଲରୁ ବାହାରିବେ ଶ୍ରମିକ । ଟନେଲରେ ଡ୍ରିଲିଂ କାମ ଶେଷ ହୋଇଛି । ଶ୍ରମିକଙ୍କ ପାଖରେ ପହଞ୍ଚିସାରିଛି ପାଇପ୍ । ଏହା ସାହାଯ୍ୟରେ ଶ୍ରମିକଙ୍କୁ ବାହାରକୁ କଢାଯିବ । ଏନେଇ ଉତରାଖଣ୍ଡ ସରକାରଙ୍କ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ୫୫.୩ମିଟର…
Read More...

ମଣିଷ ଦେହରେ ଘୁଷୁରି ଜୀବାଣୁ । ଟେନ୍ସନ୍ ରେ ବ୍ରିଟେନ ।

ବ୍ରିଟେନରେ ପ୍ରଥମ ଥର ପାଇଁ ଘୁଷୁରି ଶରୀରରେ ଦେଖାଯାଉଥିବା ଏକ ପ୍ରକାର ଜୀବାଣୁ ମନୁଷ୍ୟ ଦେହରେ ଚିହ୍ନଟ ହୋଇଛି । ଏହା ବ୍ରିଟେନ ପାଇଁ ଚିନ୍ତାର କାରଣ ସାଜିଛି । ବାସ୍ତବରେ ଯେଉଁ ବ୍ୟକ୍ତିଙ୍କ ପାଖରେ ଏହି ଷ୍ଟ୍ରେନ୍ ଚିହ୍ନଟ ହୋଇଥିଲା ।  ସେ ନିଶ୍ୱାସପ୍ରଶ୍ବାସ  ନେବାରେ ଅସୁବିଧା ଅନୁଭବ…
Read More...