Browsing Category

ଦେଶ ବିଦେଶ

ଟନେଲରେ ଡ୍ରିଲିଂ କାମ ଶେଷ । ଶ୍ରମିକଙ୍କ ପାଖରେ ପହଞ୍ଚିଲା ପାଇପ୍ । ଟନେଲ ବାହାରେ ପହଞ୍ଚିଲା ଆମ୍ବୁଲାନ୍ସ, ଡାକ୍ତର…

କନକ ବ୍ୟୁରୋ: ଖୁବ୍ ଶୀଘ୍ର ଟନେଲରୁ ବାହାରିବେ ଶ୍ରମିକ । ଟନେଲରେ ଡ୍ରିଲିଂ କାମ ଶେଷ ହୋଇଛି । ଶ୍ରମିକଙ୍କ ପାଖରେ ପହଞ୍ଚିସାରିଛି ପାଇପ୍ । ଏହା ସାହାଯ୍ୟରେ ଶ୍ରମିକଙ୍କୁ ବାହାରକୁ କଢାଯିବ । ଏନେଇ ଉତରାଖଣ୍ଡ ସରକାରଙ୍କ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ୫୫.୩ମିଟର…
Read More...

ମଣିଷ ଦେହରେ ଘୁଷୁରି ଜୀବାଣୁ । ଟେନ୍ସନ୍ ରେ ବ୍ରିଟେନ ।

ବ୍ରିଟେନରେ ପ୍ରଥମ ଥର ପାଇଁ ଘୁଷୁରି ଶରୀରରେ ଦେଖାଯାଉଥିବା ଏକ ପ୍ରକାର ଜୀବାଣୁ ମନୁଷ୍ୟ ଦେହରେ ଚିହ୍ନଟ ହୋଇଛି । ଏହା ବ୍ରିଟେନ ପାଇଁ ଚିନ୍ତାର କାରଣ ସାଜିଛି । ବାସ୍ତବରେ ଯେଉଁ ବ୍ୟକ୍ତିଙ୍କ ପାଖରେ ଏହି ଷ୍ଟ୍ରେନ୍ ଚିହ୍ନଟ ହୋଇଥିଲା ।  ସେ ନିଶ୍ୱାସପ୍ରଶ୍ବାସ  ନେବାରେ ଅସୁବିଧା ଅନୁଭବ…
Read More...

ଆଉ ମାତ୍ର ୩ମିଟର । ଖୁବ୍ ଶୀଘ୍ର ଉଦ୍ଧାର ହେବେ ୪୧ ଶ୍ରମିକ । ସୂଚନା ଦେଲେ ଟନେଲ ବିଶେଷଜ୍ଞ କ୍ରିସ କୁପରଙ୍କ ସୂଚନା ।

କନକ ବ୍ୟୁରୋ: ଖୁବଶୀଘ୍ର ଟନେଲରୁ ବାହାରିବେ ଫସିଥିବା ଶ୍ରମିକ । ଉଦ୍ଧାରକାରୀ ଦଳଙ୍କ ଠାରୁ ଆଉ ୩ ମିଟର ଦୂରରେ ଥିବା କୁହାଯାଉଛି । ଯଦି ବିନା ବାଧାରେ ସବୁକିଛି ଠିକ୍ ଠାକ୍ ଚାଲେ ତାହାଲେ ଖୁବଶୀଘ୍ର ଟନେଲରୁ ଶ୍ରମିକମାନେ ଉଦ୍ଧାର ହେବେ ।ଉଦ୍ଧାରକାରୀ ଦଳ ଶ୍ରମିକଙ୍କ ପାଖାପାଖି ପହଞ୍ଚିିବା…
Read More...

‘ଭୋକ ଶୋଷରେ ମୋତେ ପାହାଚ ଚଢାଇଲେ…୩ ଥର ବେହୋସ୍ ହୋଇଗଲି’: ଜଣାଶୁଣା ବ୍ୟବସାୟୀ ଗୌତମ ସିଂଘାନିଆଙ୍କ ଉପରେ…

କନକ ବ୍ୟୁରୋ: ରେମଣ୍ଡ କମ୍ପାନୀର ସିଏମଡି ଗୌତମ ସିଂଘାନିଆ ଓ ତାଙ୍କ ପତ୍ନୀ ନବାଜ ମୋଦୀଙ୍କ ମଧ୍ୟରେ ଛାଡପତ୍ରକୁ ନେଇ ବିବାଦ ବଢିବାରେ ଲାଗିଛି । ଯେବେଠୁ ଛାଡପତ୍ର ପାଇଁ ଗୌତମ ସିଂଘାନିଆ ଘୋଷଣା କରିଛନ୍ତି ସେବେଠୁ ତାଙ୍କ ଉପରେ ଗୋଟିଏ ପରେ ଗୋଟିଏ ଅଭିଯୋଗ ଆଣୁଛନ୍ତି ପତ୍ନୀ ନବାଜ । ୩୨…
Read More...

ମେସିନ୍ ଫେଲ ମାରିଲା, ଏବେ ମଣିଷ ଖୋଳୁଛନ୍ତି ଗାତ । ଶ୍ରମିକଙ୍କୁ ଉଦ୍ଧାର ପାଇଁ ଲାଗିଛନ୍ତି ରାଟ୍ ହୋଲ ମାଇନିଙ୍ଗ ଟିମ୍…

କନକ ବ୍ୟୁରୋ: ଦୁଇ ସପ୍ତାହରୁ ଅଧିକ ଦିନ ହୋଇଥିଲେ ବି ଉତ୍ତରକାଶୀ ଟନେଲରେ ଫଶିଥିବା ୪୧ ଜଣ ଶ୍ରମିକଙ୍କୁ ଏଯାଏଁ ଉଦ୍ଧାର କରାଯାଇପାରିନାହିଁ । ସେମାନଙ୍କୁୁ ଉଦ୍ଧାର ପାଇଁ ଆମେରିକାରୁ ଅଗର ମେସିନ ଆସିଥିଲେ ବି ତାହା ବି ମଝିରେ ଫଶିଗଲା । ଏମିତି କେକେ ମେସିନ୍ ବିଫଳ ହେଲାଣି । ଶେଷରେ ମଣିଷ…
Read More...

ହମାସର ନୂଆ ଚାଲ୍ । ବନ୍ଧକମାନଙ୍କୁ ପଠାଇ ଦେଉଛି ଅନ୍ୟ ଆତଙ୍କବାଦୀ ସଂଗଠନ ପାଖକୁ ।

ଆତଙ୍କବାଦୀ ସଂଗଠନ ହମାସ ଅନ୍ୟ ଆତଙ୍କବାଦୀ ସଂଗଠନ ପାଖକୁ ବନ୍ଧକ ଇସ୍ରାଏଲ ନାଗରିକମାନଙ୍କୁ  ପଠାଇ ଦେଉଛି । ଏହା ପ୍ରକାଶ ପାଇବା ପରେ ଆମେରିକୀୟ ଏବଂ ଇସ୍ରାଏଲ୍ ଏଜେନ୍ସିମାନେ ସତର୍କ ହୋଇଯାଇଛନ୍ତି । ହମାସ କବଳରେ ବନ୍ଦୀ ଥିବା ଲୋକମାନଙ୍କୁ ଅନ୍ୟ ସଂଗଠନକୁ ପଠାଯାଇଥିବା ନାଗରିକଙ୍କ ମଧ୍ୟରେ…
Read More...

ଋଣ ବୋଝ ସହିପାରିଲେନି । ୩ ପିଲାଙ୍କ ସହ ଆତ୍ମହତ୍ୟା କଲେ ଦମ୍ପତ୍ତି ।

କନକ ବ୍ୟୁରୋ: କର୍ଣ୍ଣାଟକ ତୁମକୁରୁ ସହରର ସଦାଶିବନଗର ଅଞ୍ଚଳରେ ଥିବା ଏକ ଘରୁ ଏକ ଦମ୍ପତି ଓ ସେମାନଙ୍କର ତିନି ପିଲାଙ୍କ ମୃତଦେହ ମିଳିଛି। ମୃତକମାନେ ହେଲେ ଗରୀବ ସାବ, ତାଙ୍କ ପତ୍ନୀ ସୁମୈୟା, ଝିଅ ହାଜିରା ଏବଂ ପୁଅ ମହମ୍ମଦ ଶଭନ ଓ ମହମ୍ମଦ ମୁନୀର। ସାବ ଜୀବିକା ପାଇଁ ‘କବାବ’ ବିକ୍ରି…
Read More...

ଟନେଲରେ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଆଉ ୫ରୁ ୬ ମିଟର ବାକି । ମାନୁଆଲ ଡ୍ରିଲିଂ ବେଳେ ହେଉଛି ସମସ୍ୟା । ସ୍ୱତନ୍ତ୍ର…

କନକ ବ୍ୟୁରୋ: ଉତ୍ତରକାଶୀର ନିର୍ମାଣଧୀନ ସୁଡ଼ଙ୍ଗରେ ଫସିରିହିଥିବା ଶ୍ରମିକଙ୍କ ପାଖରେ ଶୀଘ୍ର ପହଞ୍ଚିବା ନେଇ ଆଶା ରହିଛି । ଶ୍ରମିକଙ୍କ ପାଖରେ ପହଞ୍ଚିିବା ପାଇଁ ଆଉ ମାତ୍ର ୫ରୁ ୬ମିଟର ବାକି ଥିବା କହିଛନ୍ତି ଟନେଲ ବିଶେଷଜ୍ଞ କ୍ରିସ୍ କୁପର । ଭୂସମାନ୍ତର ଭାବେ କରାଯାଉଥିବା ଡ୍ରିଲିଂକୁ…
Read More...

ଜାତିର ପିତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ତୁଳନା! ଉପରାଷ୍ଟ୍ରପତି କହିଲେ ମହାତ୍ମା ଗାନ୍ଧୀ ଗତ…

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମହାତ୍ମା ଗାନ୍ଧୀଙ୍କ ସହ ତୁଳନା କରିଛନ୍ତି ଉପରାଷ୍ଟ୍ରପତି ଜଗଦୀପ ଧନଖଡ । ଏହାକୁ ନେଇ ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । କଂଗ୍ରେସ ସାଂସଦ ମଣିକାମ ଟାଗୋର ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କ ଏପରି ତୁଳନାତ୍ମକ ମନ୍ତବ୍ୟକୁ ନିନ୍ଦା…
Read More...

ଉତ୍ତରକାଶୀ ଟନେଲରେ ମାନୁଆଲ ଡ୍ରିଲିଂ ବେଳେ ଗୋଟିଏ ପରେ ଗୋଟିଏ ସମସ୍ୟା । ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ କଲେ…

କନକ ବ୍ୟୁରୋ: ଟନେଲରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ମଡ୍ରାସ୍ ସାପର୍ସଙ୍କୁ ବ୍ୟବହାର କରାଯାଇଛି । ଭାରତୀୟ ସେନାର ଅଭିଜ୍ଞ ତଥା ଶୀର୍ଷ ଶ୍ରେଣୀର ଇଞ୍ଜିନିୟରମାନଙ୍କର ଏକ ଗୋଷ୍ଠୀକୁ ମଡ୍ରାସ୍ ସାପର୍ସ କୁହାଯାଏ । ଯେଉଁମାନେ କି ଏହିଭଳି କଷ୍ଟକର…
Read More...